ସ୍ୱଳ୍ପ ସମୟର ଅବଧି ମଧ୍ୟରେ ୧୪୦ ରୁ ଅଧିକ ମହାକାଶ ଷ୍ଟାର୍ଟଅପ୍ ଆରମ୍ଭ କରିବା ସହିତ ଭାରତ ମଜଭୁତ ସ୍ଥିତି ହାସଲ କରିଛି – ଡଃ ଜିତେନ୍ଦ୍ର ସିଂହ

Spread the love

ନୂଆଦିଲ୍ଲୀ : କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତି ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ), ପିଏମ୍ଓ, ପରମାଣୁ ଶକ୍ତି ଏବଂ ମହାକାଶ ବିଭାଗ ତଥା କାର୍ମିକ, ଜନ ଅଭିଯୋଗ ଏବଂ ପେନସନ୍ ବିଭାଗ ରାଷ୍ଟ୍ର ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂହ ଆଜି ଏଠାରେ କହିଛନ୍ତି ଯେ ଖୁବ୍ କମ୍ ସମୟର ଅବଧି ମଧ୍ୟରେ ୧୪୦ ରୁ ଅଧିକ ମହାକାଶ ଷ୍ଟାର୍ଟଅପ୍ ଆରମ୍ଭ ହେବା ସହିତ, ଭାରତ ଏ କ୍ଷେତ୍ରରେ ମଜଭୁତ ସ୍ଥିତି ହାସଲ କରିଛି ଏବଂ ମହାକାଶ ପ୍ରଯୁକ୍ତି କ୍ଷେତ୍ରରେ ଭାରତର କ୍ଷମତା ଏବଂ ତା’ର ସାମର୍ଥ୍ୟକୁ ସମଗ୍ର ବିଶ୍ୱ ସ୍ୱୀକାର କରିବାକୁ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *