ରାଜ୍ୟରେ ହାଉଛି ନାଆଁ ବର୍ଷା, ଦିନ ସାଢେ ୨ ଟା ସୁଦ୍ଧା ସମ୍ବଲପୁରରେ ସର୍ବାଧିକ ୪୨.୮ ଡ଼ିଗ୍ରୀ ତାପମାତ୍ରା ରେକର୍ଡ

Spread the love

ଭୁବନେଶ୍ୱର : ରାଜ୍ୟରେ ତାତି ଥମିବାର ନାଁ ନେଉନାହିଁ । ଗତକାଲି ଭଳି ଆଜି ମଧ୍ୟ ବିଭିନ୍ନ ସହରରେ ଗ୍ରୀଷ୍ମ ଲହରି ଜାରି ରହିଛି । ବୁଧବାର ଦିନ ୨ ଟା ୩୦ ସୁଦ୍ଧା ସମ୍ବଲପୁରରେ ସର୍ବାଧିକ ୪୨.୮ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଝାରସୁଗୁଡାରେ ୪୨.୪ ଡ଼ିଗ୍ରୀ ,ଭୁବନେଶ୍ୱରରେ ୪୧.୨ ଡ଼ିଗ୍ରୀ , ଚାନ୍ଦବାଲିରେ ୪୦.୮ ଡ଼ିଗ୍ରୀ , ହୀରାକୁଦରେ ୪୦.୦ଡ଼ିଗ୍ରୀ , କେନ୍ଦୁଝର ରେ ୩୯.୪ ଡ଼ିଗ୍ରୀ , ବାଲେଶ୍ୱରରେ ୩୭.୦ ଡ଼ିଗ୍ରୀ , ପୁରୀରେ ୩୩.୪ ଡ଼ିଗ୍ରୀ , ପାରାଦ୍ୱୀପରେ ୩୩.୦ ଡ଼ିଗ୍ରୀ ଓ ଗୋପାଳପୁରରେ ୩୧.୮ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

Leave a Reply

Your email address will not be published. Required fields are marked *