ଆଗାମୀ ୫ ଦିନ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ : ଆଜି ଏବଂ ଆସନ୍ତା କାଲି ଉପକୂଳ ଓଡିଶା ପାଇଁ ସାମାନ୍ୟ ଆଶ୍ଵସ୍ତି

Spread the love

ଭୁବନେଶ୍ଵର : ଆଜି ଏବଂ ଆସନ୍ତା କାଲି ଉପକୂଳ ଓଡିଶା ପାଇଁ ସାମାନ୍ୟ ଆଶ୍ଵସ୍ତି । ତେବେ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ତାତି ଲାଗିରହିବ । ଆଗାମୀ ୫ ଦିନ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ଏଭଳି କିଛି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *