କୋର୍ଟ
ଏଏସଓ ପରୀକ୍ଷା ହେବ : ହାଇକୋର୍ଟ

ଏଏସଓ ପରୀକ୍ଷା ଘୁଞ୍ଚାଇବା ମାମଲା। ହସ୍ତକ୍ଷେପ କରିବାକୁ ମନାକଲେ ହାଇକୋର୍ଟ। ପରୀକ୍ଷା ଘୁଞ୍ଚାଇବାକୁ ଆବେଦନ କରିଥିଲେ ଆଶାୟୀ। ବନ୍ୟା ସ୍ଥିତି ସୁଧୁରି ନଥିବାରୁ ଘୁଞ୍ଚାଇବାକୁ ଆବେଦନ କରିଥିଲେ। ପୂର୍ବରୁ ଅଗଷ୍ଟ ୨୧ରେ ହେବାକୁ ଥିବା ପରୀକ୍ଷା ୨୭କୁ ଘୁଂଚିଥିଲା।