ବହୁ ନ୍ୟାୟିକ ଅଧିକାରୀଙ୍କୁ ବିଚାରପତି ପଦକୁ ପଦୋନ୍ନତି ଦେବାକୁ ସୁପାରିଶ

Spread the love

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କଲେଜିୟମ  ୫ ନ୍ୟାୟିକ ଅଧିକାରୀଙ୍କୁ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଭାବେ ଉତ୍ତିନ୍ନ କରିବାକୁ ସୁପାରିସ କରିଛନ୍ତି। ମଙ୍ଗଳବାର ଦିନ ଅନୁଷ୍ଠିତ କଲେଜିୟମ ବୈଠକରେ  ଏନେଇ ନିଷ୍ପତ୍ତି ନିଆଯାଇଛି।  ନ୍ୟାୟିକ ଅଧିକାରୀ ଅନିଲ ଭୀମସେନ କାଟ୍ଟି, ଗୁରୁସିଦ୍ଦଇହ ବାସଭରାଜ, ଚନ୍ଦ୍ରଶେଖର ମୃତ୍ୟୁଞ୍ଜୟ ଯୋଶୀ, ଉମେଶ ମଞ୍ଜୁନାଥଭଟ ଅଡିଗା ଓ ତଲକାଦ ଗିରିଗୌଡା ଶିବସଙ୍କରେ ଗୌଡାଙ୍କୁ ବିଚାରପତି ପଦକୁ ପଦୋନ୍ନତି ଦିଆଯିବ। ଚଳିତ ବର୍ଷ ଜୁଲାଇ ୧ରେ କର୍ଣ୍ଣାଟକ ହାଇକୋର୍ଟରେ ୪୫ ବିଚାରପତି ଥିବା ବେଳେ ମୋଟ ୬୨ ବିଚାରପତିଙ୍କ ଆବଶ୍ୟକତା ରହିଛି।  

ସେହିପରି ଆନ୍ଧ୍ର ହାଇକୋର୍ଟର ୭ ନ୍ୟାୟିକ ଅଫିସରଙ୍କୁ ବିଚାରପତି କରିବାକୁ ମଧ୍ୟ ସୁପ୍ରିମକୋର୍ଟ କଲେଜିୟଟ ସୁପାରି କରିଛନ୍ତି।

Leave a Reply

Your email address will not be published. Required fields are marked *