ବିଶ୍ୱ

ମସଜିଦରେ ଆତ୍ମଘାତୀ ବିସ୍ଫୋରଣ, ୧୮ ମୃତ

ଇସଲାମବାଦ: ପାକିସ୍ତାନର ଏକ ମସଜିଦରେ ଆତ୍ମଘାତୀ ବିସ୍ଫୋରଣ। ଏଥିରେ ୨୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫୦ରୁ ଅଧିକ ଆହତ ହୋଇଛନ୍ତି। ସୋମବାର ଦିନ ପେସାୱର ଥାନା ଅଧୀନ ମସଜିଦରେ ଏହି ବିସ୍ଫୋରଣ ହୋଇଥିବା ସୂଚନା । ମୃତକଙ୍କ ମଧ୍ୟରେ ୨ ଜଣ ପୁଲିସ କର୍ମୀ ମଧ୍ୟ ଥିବା ସୂଚନା ରହିଛି।   ତେବେ ଆହତଙ୍କ ମଧ୍ୟରୁ ଅନେକଙ୍କ ସ୍ଥିତି ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା କରାଯାଉଛି। ପୁଲିସ ଘଟଣାସ୍ଥଳରେ ଯାଞ୍ଚ ଆରମ୍ଭ କରି ଦେଇଛି। ହେଲେ ଏହି ଆକ୍ରମଣ ପଛରେ କେଉଁ ସଂଗଠନର ହାତ ଅଛି ତାହା ଜଣାପଡି ନାହିଁ।

Related Articles

Leave a Reply

Your email address will not be published.

Back to top button