ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ଏସସିବି ସ୍ଥାନାନ୍ତର

Spread the love

ଜୟପୁର: ଅସୁସ୍ଥ ପଦ୍ମଶ୍ରୀ କମଳା ପୂଜାରୀଙ୍କୁ କଟକ ଏସସିବି ମେଡିକାଲ କଲେଜକୁ ସ୍ଥାନାନ୍ତର। ମାସକ ତଳେ ଅସୁସ୍ଥ ହୋଇ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟାଚିକିତ୍ସାଲୟରେ ଭର୍ତ୍ତି ହୋଇଥିଲେ ପଦ୍ମଶ୍ରୀ କମଳା ପୂଜାରୀ। ଗତ ରବିବାର ଦିନ ତାଙ୍କୁ ଜିଲ୍ଲା ମୁଖ୍ୟା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେ ଗୁରୁତର ଭାବେ କିଡନୀ ରୋଗରେ ପୀଡିତ ଥିବାରୁ ଡାକ୍ତର ଦିଲୀପ ବିଶ୍ଵାଳ ତାଙ୍କୁ ପୁଣି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା କହିଛନ୍ତି । ତାଙ୍କର ଜର ସହ ଝାଡାବାନ୍ତି ମଧ୍ୟ ହେଉଥିଲା ।

Leave a Reply

Your email address will not be published. Required fields are marked *