୨୫ ଜଣକୁ ବିବାହ କରିଛନ୍ତି ମହିଳା

୨୫ ଜଣକୁ ବିବାହ କରିଛନ୍ତି ମହିଳା | ତାହା ପୁଣି ମାତ୍ର ୭ ମାସରେ ୨୭ ଜଣକୁ ବିବହ କରିଛନ୍ତି ମହିଳା | ଟଙ୍କା ଓ ସୁନାଗହଣା ହଡପ କରିବା ଉଦ୍ଧେଶ୍ଯରେ  ମହିଳା ଜଣଙ୍କ ଏପରି ବିବାହ କରିଛନ୍ତି | ମହିଳା ନା ହେଉଛି ଅନୁରାଧା ପାସୱାନ ମଧ୍ୟପ୍ରଦେଶର ସୱାଇ ମାଧୋପୁର ପୋଲିସ  ମହିଳା ଜଣଙ୍କୁ ଭୋପାଳରୁ ଗିରଫ କରିଛି | ମହିଳା ଜଣଙ୍କ ବିବାହ କରିପାରୁ ନ ଥିବା ଯୁବକ ମାନଙ୍କୁ ଟାର୍ଗେଟ କରୁଥିଲେ | ସେ ବିବାହ ପ୍ରସ୍ତାବ ଦେଇ କୋର୍ଟରେ ବିବାହ କରୁଥିଲେ ୪ ଦିନ ରହିବା ପରେ ସେ ଟଙ୍କା  ଏବଂ ସୁନାଗହଣା ଧରି ସେଠାରୁ ଫେରାର ହୋଇଯାଉଥିଲେ | ଅନୁରାଧା  ପୂର୍ବରୁ ଉତ୍ତର ପ୍ରଦେଶର ମହାରାଜାଗଞ୍ଜା ହସ୍ପିଟାଲରେ କାର୍ଯ୍ୟ କରୁଥିଲେ ଶାଶୁଘରେ ଝଗଡା ହେବାରୁ ସେ ସ୍ୱାମୀଙ୍କୁ ଛାଡି ଭୋପାଳ ଚାଲିଆସିଥ୍‌ଲେ | ଏହାପରେ ସେ ବିବାହ  କରି ଲୋକଙ୍କୁ ଠକୁଥିବା ଏକ ଗ୍ୟାଙ୍ଗ ସହିତ ମିଶି ଲୋକଙ୍କୁ ଠକି ଚାଲିଥିଲେ ସେ ବିବାହ କରିସାରିଲା ପରେ ଯୁବକ ମାନଙ୍କ ଠାରୁ ୨ ରୁ ୨୫ ଲକ୍ଷ  ଟଙ୍କା ଦାବି କରୁଥିଲେ | ଏହିଭଳି ଭାବେ ସେ ପ୍ରାୟ ୨୫ ଜଣଙ୍କୁ ବିବାହ କରିଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି |

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *