ଯାଜପୁର ସଂସ୍କୃତି ଭବନ ପରିସରରେ ନିଶା ନିବାରଣ ଦିବସ ପାଳିତ

Spread the love

ଯାଜପୁର ସଂସ୍କୃତି ଭବନ ପରିସରରେ ନିଶା ନିବାରଣ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅଶୋକ କୁମାର ବେହୁରିଆ ଆନୁଷ୍ଠାନିକ ଭାବେ କାର୍ଯ୍ରକ୍ରମକୁ ଉଦଘାଟନ କରିଥିଲେ । ଜିଲା ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ର ନାଥ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲାପାଳ,ଉପ ଜିଲାପାଳ , ପ୍ରମୁଖ ଯୋଗ ଦେଇ ସମାଜରେ ନିଶା ଯୋଗୁଁ ସୃଷ୍ଟି ହେଉଥିବା ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ ।

Leave a Reply

Your email address will not be published. Required fields are marked *