ଶିବା ଲସି ଓ଼ ଫାଷ୍ଟ ଫୁର୍ଡ ଦୋକାନ ଉପରେ ଚଢ଼ାଉ

Spread the love

ଏବେ ମାର୍କେଟରେ ଚାଲିଛି ଭେଜାଲ । ଯାହାକୁ ନେଇ ଅସନ୍ତୋଷ ଖାଉଟି । ଏନେଇ ଆକ୍ସନମୋଡରେ କେନ୍ଦ୍ରାପଡା ଜିଲ୍ଲାର ଫୁଡ ଡିପାର୍ଟମେଣ୍ଟ। କେନ୍ଦ୍ରାପଡ଼ା ଜିଲ୍ଲା ଫୁଡ ଡିପାର୍ଟମେଣ୍ଟ ପକ୍ଷରୁ ରାଜକନିକା ଓ଼ ଓଳାଭର ବଜାରରେ ଚଢ଼ାଉ । ଆଜି କେନ୍ଦ୍ରାପଡ଼ା ଫୁଡ ଅଧିକାରୀ ଓ଼ କର୍ମଚାରୀ ମାନଙ୍କର ରାଜକନିକା କଣ୍ଟପଡା ବଜାରରେ ଥିବା ଶିବା ଲସି ଓ଼ ଫାଷ୍ଟ ଫୁର୍ଡ ଦୋକାନ ଉପରେ ଚଢ଼ାଉ କରିବା ସହିତ ଓଳାଭର ବଜାରରେ ଥିବା କିଛି ଲସି ଓ଼ ଫାଷ୍ଟଫୁର୍ଡ ଦୋକାନ ଉପରେ ଚଢ଼ାଉ କରି ଲସି ଓ଼ ଫାଷ୍ଟଫୁର୍ଡ ଆଇଟମର ଯାଞ୍ଚ କରିଛନ୍ତି । ତେବେ ଖାଦ୍ୟରେ ଅପମିଶ୍ରଣ ଉପରେ ଗୁରୁତ୍ବ ଦେଇ ଚେତାବନୀ ଦେଇଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *