ସ୍କୁଲରୁ ହଟିବ ଲାଗିଥିବା ୫ଟି ବୋର୍ଡ

ସ୍କୁଲରୁ ହଟିବ ଲାଗିଥିବା ୫ଟି ବୋର୍ଡ । ବୋର୍ଡ ହଟାଇବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ । ସବୁ ଏଚଏସଟି ସ୍କୁଲରୁ ୫ଟି ବୋର୍ଡ ହଟାଇବାକୁ ଚିଠି । ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଲେ ଓସେପା ପ୍ରକଳ୍ପ ନିର୍ଦ୍ଦେଶ । ସରକାର ବଦଳିବା ପରେ ଏହାକୁ ହଟାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *