BSF ଯବାନ ପି.କେ ସ,ଙ୍କୁ ଛାଡିଲା ପାକିସ୍ତାନ । ଶେଷରେ ଭାରତ ଆଗରେ ମୁଣ୍ଡ ନୁଆଁଇଲା ପାକିସ୍ତାନ ।୨୦ ଦିନ ହେବ ଭାରତର ଯବାନଙ୍କୁ ରଖିଥିଲା ପାକିସ୍ତାନ । ଏପ୍ରିଲ ୨୩ରୁ ପାକିସ୍ତାନ କଷ୍ଟିଡ ରେ ଥିଲେ ପୁନମ ସ । ଆଜି ଭାରତକୁ ହସ୍ତାନ୍ତର କଲା ପାକିସ୍ତାନ । ଆଜିକୁ ୩ ସପ୍ତାହ ପରେ ବିଏସଏଫ ଯବାନକୁ ଛାଡିଲା ପାକିସ୍ତାନ । ଭୁଲରେ ସୀମାପାର କରିଥିବା ଅଭିଯୋଗ ହୋଇଥିଲା । ଆତଙ୍କୀ ପାକିସ୍ତାନ ଶେଷରେ ଭାରତୀୟ BSF ଯବାନଙ୍କୁ ଛାଡିଲା

Naxatra News is now on Whatsapp
Join and get latest news update delivered to you via whatsapp
Join Now