ପୋଲିସ ହାତରେ ଧରା ପଡିଲା ବାଇକ ଲୁଟେରା ଗ୍ୟାଙ୍ଗ

Spread the love

ଝାରସୁଗୁଡ଼ା ପୋଲିସ ର ବଡ ସଫଳତା। ପୋଲିସ ହାତରେ ଧରା ପଡ଼ିଲେ ବାଇକ ଲୁଟେରା ଗ୍ୟାଙ୍ଗ।ତାଙ୍କ ଠାରୁ 5 ଟି ବାଇକ ଜବତ କରିବା ସହ ପାଞ୍ଚ ଜନକୁ ଆଜି କୋର୍ଟ ଚାଲାଣ କରିଛି ଝାରସୁଗୁଡ଼ା ପୋଲିସ। ଗତ ମାସରେ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଥାନା ରେ ବାଇକ ଚୋରି ର ଅଭିଯୋଗ ହୋଇଥିଲା।ଏହାକୁ ତଦନ୍ତ କରି ଆଜି ଝାରସୁଗୁଡ଼ା ରେ ଜଣେ ଲୁଟେରା କୁ ପୋଲିସ ଧରିବାରେ ସଫଳ ହୋଇଥିଲା।ଲୁଟେରା କୁ ପୋଲିସ ପଚରା ଉଚରା କରିବାରୁ ଅନ୍ୟ ଅଭିଯୁକ୍ତ ଙ୍କ ବିଷୟ ରେ ଜଣା ପଡ଼ିବା ପରେ ପୋଲିସ ଲୁଟେରା ମାନଙ୍କୁ ଆଜି ଧରିବାରେ ସଫଳ ହୋଇଥିଲା।

Leave a Reply

Your email address will not be published. Required fields are marked *