୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ । ଆଜି ତୃତୀୟ ଦିନରେ ନର୍ସିଂ ଅଫିସର ମାନେ ଆନ୍ଦୋଳନ ଆଉଟଡୋର ସମ୍ମୁଖରେ ବସି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଗତଦୁଇ ଦିନଠାରୁ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଥିବା ନର୍ସିଂ ଅଫିସର ମାନେ ଆନ୍ଦୋଳନରେ ସାମିଲ ହୋଇଥିବା ବେଳେ ଆଜି ଜରୁରୀ କାଳୀନ ସେବା ମଧ୍ୟ ବନ୍ଦ ରଖିଛନ୍ତି । ସେପଟେ ଆଜି ଏମକେସିଜି ମେଡିକାଲରେ ପହଞ୍ଚିଛନ୍ତି ବିଭିନ୍ନ ଘରୋଇ ମେଡିକାଲର ଏଏନଏମ ଓ ଜିଏନଏମ ଛାତ୍ରଛାତ୍ରୀ । ବିଭିନ୍ନ ଘରୋଇ ମେଡିକାଲର ଏଏନଏମ ଓ ଜିଏନଏମ ଛାତ୍ରଛାତ୍ରୀ ମାନେ ମେଡିକାଲର ବିଭିନ୍ନ ୱାର୍ଡ଼କୁ ଯାଇ ରୋଗୀ ମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now