ଆଜି ତାଣ୍ଡବ ରଚିବ କାଳବୈଶାଖୀ

ଆଜି ତାଣ୍ଡବ ରଚିବ କାଳବୈଶାଖୀ । କିଛି ସ୍ଥାନରେ ଘଡଘଡି ସହ ୫୦ କିମି ବେଗ ରେ ପବନ ବହିବାର ସମ୍ଭାବନା ରହିଛି । ଆଜି ଆଧାରୁ ଅଧିକ ଓଡ଼ିଶାରେ କାଳବୈଶାଖୀର ସମ୍ଭାବନା ରହିଛି । ଖୋର୍ଦ୍ଧା,ପୁରୀ, କଟକ , ଜଗତସିଂହପୁର , ଭଦ୍ରକ, ବାଲେଶ୍ୱର , ମୟୁରଭଞ୍ଜ ,କେନ୍ଦୁଝର , ଯାଜପୁର ,କେନ୍ଦ୍ରାପଡା,ନୟାଗଡ଼ା,ଗଞ୍ଜାମ,ଗଜପତି ,କଳାହାଣ୍ଡି ,କୋରାପୁଟ , ନବରଙ୍ଗପୁର, ନୂଆପଡ଼ା,ବଲାଙ୍ଗିର , ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତା କାଲି  ୪ଟି ଜିଲ୍ଲା , ମାଲକାନଗିରି କୋରାପୁଟ , ରାୟଗଡ଼ା, ଓ ଗଜପତିରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *