ଖୋର୍ଦ୍ଧା : ଉପସ୍ଥାନ କମ ଥିବାରୁ ଶିକ୍ଷା ବିଭାଗ ପକ୍ଷରୁ ବିଦ୍ୟାଳୟକୁ ବନ୍ଦ କରାଯିବାକୁ ନିଷ୍ପତି ନିଆଯାଇଛି । ହେଲେ କୁନିକୁନି ପିଲାମାନେ ବିଦ୍ୟାଳୟ ଖୋଲିବାକୁ ଜିଲ୍ଲାପାଳଙ୍କୁ ଗୁହାରୀ କରିଛନ୍ତି । ଏଭଳି ଚିତ୍ର ଦେଖିବାକୁ ମିଳିଛି ଟାଙ୍ଗୀ ବ୍ଲକ ଅନ୍ତର୍ଗତ ସରପାରୀ ପଞ୍ଚାୟତରେ ବଘେଇପୁଟ ଗ୍ରାମରେ । ତେଣୁ ଆଜି ପିଲାମାନେ ୨୫ କିଲୋମିଟର ଆସି ଜିଲ୍ଲାପାଳଙ୍କୁ ବିଦ୍ୟାଳୟ ଖୋଲିବାକୁ ଗୁହାରୀ ଜଣାଇଥିବା ଦେଖାଯାଇଛି । ତେବେ ଏଠାରେ ପିଲାମାନଙ୍କୁ ସ୍କୁଲ୍ ଯିବା ଆସିବା ଖର୍ଚ୍ଚ ମିଳୁନଥିବା ଅଭଯୋଗ କରିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now