ଅବିଭାଗିକୃତ ରାଷ୍ଟ୍ରପତିଙ୍କ ତିନି ଦିନିଆ ଝାଡଖଣ୍ଡ ଗସ୍ତ ଆଜି ଠାରୁ Shila Ray24/05/202324/05/2023 Spread the love ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଠାରୁ ତିନି ଦିନିଆ ଝା଼ଡଖଣ୍ଡ ଗସ୍ତରେ ଯିବେ । ସେ ଆଜି ରାଜଧାନୀ ରାଂଚି ପହଂଚିବା ପରେ ସେଠାରେ ଝାଡଖଣ୍ଡ ହାଇକୋର୍ଟରେ ନୂଆ ଭବନର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।
ଦେଶକୁ ସଫତଳାର ଶୀର୍ଷକୁ ନେବାକୁ ଅତୀତର ସଂକୀର୍ଣ୍ଣତା ଛାଡିବାକୁ ହେବ: ମୋଦି Spread the loveSpread the loveନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ଦେଶକୁ ସଫଳତାର ଶୀର୍ଷକୁ ନେବାକୁ ହେଲେ ଅତୀତର ସଂକୀର୍ଣ୍ଣ ଦୃଷ୍ଟିଭଙ୍ଗିରୁ ମୁକ୍ତ ହେବାକୁ ଆହ୍ବାନ ଦେଇଛନ୍ତି।…
ମୋଦି ବିରୋଧୀ ବୟାନ ପରେ ତେଜୁଛି ବିବାଦ Spread the loveSpread the loveନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପାକ୍ ମନ୍ତ୍ରୀଙ୍କ ବୟାନକୁ ନେଇ ତେଜୁଛି ବିବାଦ। ଦିଲ୍ଲୀସ୍ଥିତ ପାକିସ୍ତାନୀ ଦୂତାବାସ ସମ୍ମୁଖରେ ବିଜେପି କର୍ମକର୍ତ୍ତା କରିଛନ୍ତି…
ମୁଲାୟମଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ Spread the loveSpread the loveନୂଆଦିଲ୍ଲୀ: ସପା ପ୍ରତିଷ୍ଠାତା ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ। ଡାକ୍ତରୀ ଟିମର ନିରୀକ୍ଷଣରେ ମୁଲାମୟ ରହିଛନ୍ତି।…