ନୂଆଦିଲ୍ଲୀ : ଏୟାର ମାର୍ଶଲ ରାଜେଶ କୁମାର ଆନନ୍ଦ ଗୁରୁବାର ଦିନ ଏୟାର ଅଫିସର-ଚାର୍ଜ ଆଡମିନିଷ୍ଟ୍ରେସନ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ନ୍ୟାସନାଲ ଡିଫେନ୍ସ ଏକାଡେମୀର ପୁର୍ବତନ ଛାତ୍ର ଏବଂ ଜୁନ୍ ୧୩, ୧୯୮୭ ରେ ଭାରତୀୟ ବାୟୁସେନାର ପ୍ରଶାସନିକ ଶାଖାରେ ଏୟାର ଟ୍ରାଫିକ୍ ନିୟନ୍ତ୍ରକ ଭାବରେ ନିଯୁକ୍ତ ହୋଇଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now