ଏୟାର ମାର୍ଶଲ ରାଜେଶ କୁମାର ଆନନ୍ଦ ଏୟାର ଅଫିସର-ଇନ-ଚାର୍ଜ ଆଡମିନିଷ୍ଟ୍ରେସନ ଦାୟିତ୍ୱ ଗ୍ରହଣ

Spread the love

ନୂଆଦିଲ୍ଲୀ : ଏୟାର ମାର୍ଶଲ ରାଜେଶ କୁମାର ଆନନ୍ଦ ଗୁରୁବାର ଦିନ ଏୟାର ଅଫିସର-ଚାର୍ଜ ଆଡମିନିଷ୍ଟ୍ରେସନ  ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ନ୍ୟାସନାଲ ଡିଫେନ୍ସ ଏକାଡେମୀର ପୁର୍ବତନ ଛାତ୍ର ଏବଂ ଜୁନ୍ ୧୩, ୧୯୮୭ ରେ ଭାରତୀୟ ବାୟୁସେନାର ପ୍ରଶାସନିକ ଶାଖାରେ ଏୟାର ଟ୍ରାଫିକ୍ ନିୟନ୍ତ୍ରକ ଭାବରେ ନିଯୁକ୍ତ ହୋଇଥିଲେ ।

Leave a Reply

Your email address will not be published. Required fields are marked *