ଏନଡିଏ ସରକାରଙ୍କ ପ୍ରତିଟି ପଦକ୍ଷେପ ନାରୀଶକ୍ତିର ଅସୀମ ଦକ୍ଷତାରେ ଆମ ବିଶ୍ୱାସକୁ ଦର୍ଶାଏ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତ ୯ ବର୍ଷରେ ମହିଳା ସଶକ୍ତୀକରଣ ପାଇଁ ନିଆଯାଇଥିବା ପଦକ୍ଷେପ ବାବଦରେ ଆଲେଖ୍ୟ, ଭିଡିଓ, ଗ୍ରାଫିକ୍ସ ଏବଂ ସୂଚନାକୁ ସେୟାର କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

‘ଏନଡିଏ ସରକାରଙ୍କ ପ୍ରତିଟି ପଦକ୍ଷେପ ନାରୀଶକ୍ତିର ଅସୀମ ଦକ୍ଷତାରେ ଆମର ବିଶ୍ୱାସକୁ ଦର୍ଶାଏ । ସେମାନଙ୍କ ସ୍ୱପ୍ନ ଏକ ମଜଭୁତ, ସମାବେଶୀ ଏବଂ ଉଜ୍ଜ୍ୱଳ ଭାରତର ନିର୍ମାଣ କରୁଛି । ୯ ବର୍ଷରେ ମହିଳାଙ୍କ ନେତୃତ୍ୱରେ ବିକାଶ ଉପରେ ଆକର୍ଷଣୀୟ ବିଷୟବସ୍ତୁ ଦେଖିବା ପାଇଁ ନମୋ ଆପ୍ ଦେଖନ୍ତୁ ।’

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *