ଛଡାଯିବ ବର୍ଷର ପ୍ରଥମ ବନ୍ୟାଜଳ, ମୋଟ୍ ୫ଟି ଗେଟ୍ ଦେଇ ପାଣି ଛଡାଯିବ

ଆଜି ଖୋଲିବ ହୀରାକୁଦ ଗେଟ୍ । ବର୍ଷର ପ୍ରଥମ ବନ୍ୟାଜଳ ଛଡାଯିବ । ମୋଟ୍ ୫ଟି ଗେଟ୍ ଦେଇ ପାଣି ଛଡାଯିବ । ପ୍ରଥମେ ୭ନଂ ଗେଟ୍ ଦେଇ ପାଣି ନିଷ୍କାସନ କରାଯିବ । ପରେ ପର୍ଯ୍ୟାୟକ୍ରମେ ଆଉ ୪ଟି ଗେଟ ଖୋଲାଯିବ । ପ୍ରତି ସେକେଣ୍ଡରେ ୭୫୦୦୦ କ୍ୟୁସେକ ଜଳ ନିଷ୍କାସିତ ହେବ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *