ଭୁବନେଶ୍ୱର : ନବରଙ୍ଗପୁର ଜିଲ୍ଲା ରାଇଗଡ ବ୍ଲକର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର୍ ଓ ବ୍ୟାନର ଦେଖିବାକୁ ମିଳିଛି । ଏହି ପୋଷ୍ଟର ଜରିଆରେ ମାଓବାଦୀ ମାନେ ଜୁଲାଇ ୨୮ ରୁ ଅଗଷ୍ଟ ୩ ପର୍ୟ୍ୟନ୍ତ ସହିଦ ସପ୍ତାହ ପାଳନ ପାଇଁ ଆହ୍ଵାନ ଦେଇଛନ୍ତି । ସୁରକ୍ଷା ବଳର ଜବାନ ମାନେ ବ୍ୟାନର ପୋଷ୍ଟର ଜବତ କରିବା ସହ ଭୟଭୀତ ନ ହେବା ପାଇଁ ପରାମର୍ଶ ଦେଇଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now