ନବରଙ୍ଗପୁର ଜିଲ୍ଲା ରାଇଗଡ ବ୍ଲକର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର୍

Spread the love

ଭୁବନେଶ୍ୱର : ନବରଙ୍ଗପୁର ଜିଲ୍ଲା ରାଇଗଡ ବ୍ଲକର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର୍ ଓ ବ୍ୟାନର ଦେଖିବାକୁ ମିଳିଛି । ଏହି ପୋଷ୍ଟର ଜରିଆରେ ମାଓବାଦୀ ମାନେ ଜୁଲାଇ ୨୮ ରୁ ଅଗଷ୍ଟ ୩ ପର୍ୟ୍ୟନ୍ତ ସହିଦ ସପ୍ତାହ ପାଳନ ପାଇଁ ଆହ୍ଵାନ ଦେଇଛନ୍ତି । ସୁରକ୍ଷା ବଳର ଜବାନ ମାନେ ବ୍ୟାନର ପୋଷ୍ଟର ଜବତ କରିବା ସହ ଭୟଭୀତ ନ ହେବା ପାଇଁ ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *