Latest News ପ୍ରାକୃତିକ ବିପତ୍ତିରେ ଥରହର ସିକ୍କିମ Naxatra News Bureau15/06/2024 Spread the love ପ୍ରବଳ ବର୍ଷା ଓ ଭୂସ୍ଖଳନରେ ଥରହର ହେଲାଣି ସିକ୍କିମ୍। ନର୍ଥ ସିକ୍କିମର କଟଅଫ୍ ଏରିଆରେ ଅଟକି ଥିବା ପ୍ରାୟ ୧୨ଶହ ପର୍ଯ୍ୟଟକଙ୍କୁ ଏୟାରଲିଫ୍ଟ କରାଯାଇଛି।
ବିଜେଡ଼ି ସରକାରଙ୍କ ରିମୋଟ୍ ନରେନ୍ଦ୍ର ମୋଦୀଙ୍କ ହାତରେ :କଂଗ୍ରେସ Spread the loveSpread the loveଭୁବନେଶ୍ୱର, 27 ମଇ : ଆସନ୍ତାକାଲି ସଂସଦ ଭବନ ଉଦ୍ଘାଟନ ହେବ କିନ୍ତୁ ରାଷ୍ଟ୍ରପତିଙ୍କର ଗାରିମା, ଗଣତାନ୍ତ୍ରିକ ବ୍ୟବସ୍ଥା ଓ ସମ୍ବିଧାନର ନୀତି ନିୟମକୁ…
ବିମାନ ଯାତ୍ରୀଙ୍କ ଖାଦ୍ୟରୁ ବାହାରିଲା ବ୍ଲେଡ Spread the loveSpread the loveଏୟାର ଇଣ୍ଡିଆ ବିମାନରେ ଦିଆଯାଉଥିବା ସେବାକୁ ନେଇ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଏୟାର ଇଣ୍ଡିଆର ଏଆଇ ୧୭୫ ବିମାନରେ ବେଙ୍ଗାଲୁରୁରୁ ସାନ ଫ୍ରାନ୍ସିସକୋ…
କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ, ଅସ୍ଥାୟୀ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୧୧୧ କୋଟି ସହାୟତା ଘୋଷଣା, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କଲେ ରାଜ୍ୟସଭା ସାଂସଦ Spread the loveSpread the loveବଲାଙ୍ଗିର – କେନ୍ଦୁପତ୍ର ହିତାଧିକାରୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ୱିତୀୟ ପର୍ଯ୍ୟାୟରେ ୧୧୧ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି ।…