ଅପରାଧରାଜ୍ୟ ବାପାକୁ ଜିଅନ୍ତା ଜାଳିଦେଲା ପୁଅ Naxatra News Bureau26/06/2024 Spread the love ଟିଟିଲାଗଡ଼ ଦରଲୋ ଗାଁରେ ଚାଞ୍ଚଲ୍ୟ। ବାପାକୁ ଜିଅନ୍ତା ଜାଳିଦେଲା ପୁଅ। ଜମି ବାଡ଼ିକୁ କେନ୍ଦ୍ର କରି ଏପରି ଅଘଟଣ ଘଟିଥିବା ସୂଚନା। ମୃତକ ହେଲେ ଦରଲୋ ଗାଁର ଗୋପୀନାଥ ଭରାସାଗର। ନିଜ ପୁଅ ମୋହନ ଭରାସାଗର ହତ୍ୟା କରି ଫେରାର ହୋଇଯାଇଥିବା ବେଳେ ଘଟଣାରେ ତଦନ୍ତ ଆରମ୍ଭ କରିଛି ଟିଟିଲାଗଡ଼ ପୋଲିସ।
ଦିଲ୍ଲୀରେ ଜଣେ ବିଦେଶିନୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ Spread the loveSpread the loveନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ଜଣେ ବିଦେଶିନୀଙ୍କୁ ଗଣଦୁଷ୍କର୍ମ। ମିୟାମାରର ଜଣେ ମହିଳାଙ୍କୁ ଦିଲ୍ଲୀରେ ୪ ଜଣ ଗଣଦୁଷ୍କର୍ମ କରିଥିବା ମଙ୍ଗଳବାର ପୁଲିସ ସୂଚନା ଦେଇଛି।…
ଗାଡିରେ ପ୍ରେସ ଷ୍ଟିକର ଲଗାଇ ଚାଳିଛି ଅବକାରୀ ମାଲ୍ ବିକ୍ରି Spread the loveSpread the loveଭୁବନ : ଭୁବନ ଅଞ୍ଚଳରେ ଦିନକୁ ଦିନ ଚୋରା ଅବକାରୀ ବ୍ୟବସାୟ ବୃଦ୍ଧି ପାଇବାରେ ଲାଗିଛି । ପୋଲିସ ବିଭାଗକୁ ଚକମା ଦେଖାଇ ଦୁର୍ବୃତ୍ତମାନେ…
ଦର୍ପେଶ୍ୱର ମନ୍ଦିରରୁ ଚୋରି ଅଭିଯୋଗ Spread the loveSpread the loveଭଦ୍ରକ : ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବଜାର ମଧ୍ୟସ୍ଥଳରେ ଅବସ୍ଥିତ ଦର୍ପେଶ୍ୱର ମନ୍ଦିର ହୁଣ୍ଡିବାକ୍ସରୁ ଗତ ବୁଧବାର ରାତ୍ରରେ ଚୋରି ହୋଇଥିବା ଜଣାଯାଇଛି ।…