କଶ୍ମୀର ଉପତ୍ୟକା କୁଲଗାଁ ଜିଲ୍ଲାରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏନକାଉଣ୍ଟରରେ ଜଣେ ଯବାନ ସହୀଦ ହୋଇଥିଲା ବେଳେ ୨ ମିଲିଟାଣ୍ଟଙ୍କୁ ଟ୍ରାପ୍ କରିବାରେ ସକ୍ଷମ ହୋଇଛନ୍ତି ସୁରକ୍ଷାବାହିନୀ। ସ୍ଥାନୀୟ ଅଞ୍ଚଳରେ ଅପରେସନକୁ ଜୋରଦାର କରାଯାଇଛି। ହାଇଆଲର୍ଟ ଜାରି ହୋଇଛି। ଦକ୍ଷିଣ କଶ୍ମୀରର ମୋଦେରଗାଁ ପାଖରେ ଏହି ଏନକାଉଣ୍ଟର ହୋଇଥିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now