ରତ୍ନଭଣ୍ଡାର ଭୋଲିବା ବେଳେ ଅଘଟଣ , ଅସୁସ୍ଥ ହୋଇପଡିଲେ ପୁରୀ ଏସପି ପିନାକ ମିଶ୍ର

ପୁରୀ ଶ୍ରୀକ୍ଷେତ୍ରରୁ ଆସିଲା ବଡ ଖବର । ରତ୍ନଭଣ୍ଡାର ନିକଟରେ ଅସୁସ୍ଥ ହୋଇପଡିଲେ ପୁରୀ ଏସପି ପିନାକ ମିଶ୍ର । ରତ୍ନଭଣ୍ଡାର ନିକଟରେ ଚେତା ହରାଇଲେ ପୁରୀ ଏସପି । ଭିତରେ ଏସପିଙ୍କୁ ଚିକିତ୍ସା କରୁଛନ୍ତି ଡାକ୍ତର ।

ସେବାୟତ ଦେଉଥିବା ସୂଚନା ଆଧାରରେ, ରତ୍ନଭଣ୍ଡାରର ଦ୍ୱିତୀୟ କବାଟ ଖୋଲିବା ପରେ ଅଳନ୍ଧୁ ସଫା କରିବା ପାଇଁ ଭିତରକୁ ଝାଡୁ ଯାଇଥିଲା । ଝାଡୁ ଦ୍ୱାରା ଅଳନ୍ଧୁକୁ ସଫା କରାଯାଉଛି । ଆଉ ଏହାରି ଭିତରେ ପୁରୀ ଏସପି ରତ୍ନଭଣ୍ଡାର ନିକଟରେ ଅଚେତ ହୋଇପଡିବା ଭୟ ବଢାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *