ଫୁଲୁଛି ଵୈତରଣୀ, ବିପଦ ସଙ୍କେତ ୧୮.୩୩ମିଟର

ଫୁଲୁଛି ଵୈତରଣୀ। ଗତ ଦୁଇ ଦିନ ଧରି ବର୍ଷା ଲାଗି ରହିଥିବା ରୁ ଫୁଲୁଛି ଵୈତରଣୀ। ବୈତରଣୀ ନଦୀର ଆଖୁଆପଦା ଆନିକଟ ଠାରେ ସତର୍କ ସଙ୍କେତ ଉପରେ ପ୍ରଵାହିତ ହେଉଛି ବୈତରଣୀ। ଗତକାଲି ବିଳମ୍ବିତ ରାତିରେ ସତର୍କ ସଙ୍କେତ ୧୭.୮୩ ମିଟର ଅତିକ୍ରମ କରି ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ। ବିପଦ ସଙ୍କେତ ୧୮.୩୩ମିଟର ଥିବା ଵେଳେ ବର୍ତ୍ତମାନ ସକାଳ ୭ଟା ୧୮.୧୪ ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ଉପର ମୁଣ୍ଡରେ ବର୍ଷା ବର୍ତ୍ତମାନ ଛାଡିଥିବା ବେଳେ ଟିକିଏ ଆଶ୍ବସ୍ଥ ମିଳିଛି । ଗତକାଲି ଦିନ ତମାମ ଓ ରାତିରେ ବର୍ଷା ପାଣି ନଦୀରେ  ଆସିଲେ ବୈତରଣୀ ବିପଦ ସଙ୍କେତ ଅତିକ୍ରମ କରିବା ସହ ଛୋଟ ବନ୍ୟା ଆଶଙ୍କା ଦେଖା ଦେଇଛି

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *