6G ଦୌଡରେ ଭାରତ

ବର୍ତ୍ତମାନ ଭାରତରେ ୪ଜି ଏବଂ ୫ଜି ଇଣ୍ଟରନେଟ୍ ସେବା ଉପଲବ୍ଧ ଥିବାବେଳେ, ଖୁବଶୀଘ୍ର ଭାରତରେ ୬ଜି ଇଣ୍ଟରନେଟ୍ ସେବା ଉପଲବ୍ଧ ହେବ । ଏନେଇ ଅକ୍ଟୋବର ୧୫ ଅର୍ଥାତ୍ ଆସନ୍ତାକାଲି ରାଜଧାନୀ ଦିଲ୍ଲୀରେ ବିଶ୍ୱ ଟେଲିକମ୍ୟୁନିକେସନ ଷ୍ଟାଣ୍ଡାର୍ଡାଇଜେସନ ଆସେମ୍ବଲି (ଡବ୍ଲୁଟିଏସଏ) ର ବୈଠକ ଆରମ୍ଭ ହେବ ।ଯେଉଁଥିରେ ଅକ୍ଟୋବର ୨୪ ପର୍ଯ୍ୟନ୍ତ, ୧୯୦ ଦେଶର ପ୍ରତିନିଧୀମାନେ ପ୍ରାୟ ୬ଜି, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଇତ୍ୟାଦି ବିଷୟରେ ଆଲୋଚନା କରିବେ ।ପ୍ରଥମ ଥର ପାଇଁ ଭାରତରେ ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *