ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା। ବୌଦ୍ଧ ଜିଲ୍ଲାର ପ୍ରତିୟୁସା ଗିରିଙ୍କ ଚିକିତ୍ସା ବାବଦକୁ ହେବାକୁ ଥିବା ସମସ୍ତ ଖର୍ଚ୍ଚକୁ ବହନ କରିବେ ସରକାର। ଅଜଣା ରୋଗରେ ପୀଡିତ ଥିବା ବୌଦ୍ଧ ଜିଲ୍ଲାର ୭ ବର୍ଷର ନାବାଳକ ପ୍ରତିୟୁସା ଗିରିଙ୍କ ଚିକିତ୍ସା SCB ମେଡିକାଲରେ କରିବେ ସରକାର। ଦରକାର ପଡ଼ିଲେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ଚିକିତ୍ସା ବାବଦରେ ସମସ୍ତ ଖର୍ଚ୍ଚ ଯୋଗାଇଦେବେ ସରକାର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
Naxatra News is now on Whatsapp
Join and get latest news update delivered to you via whatsapp
Join Now