ମହାକୁମ୍ଭରେ ୧୪୪ ବର୍ଷୀୟ ସନ୍ଥଙ୍କ ମୃତ୍ୟୁ

ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଛି ବିଶ୍ୱପ୍ରସିଦ୍ଧ ମହାକୁମ୍ଭ । ଦେଶବିଦେଶର ବିଭିନ୍ନ ପ୍ରାନ୍ଥରୁ କୋଟି କୋଟି ଶ୍ରଦ୍ଧାଳୁ, ସାଧୁ ସନ୍ଥ ଛୁଟି ଆସୁଛନ୍ତି । ମହାକୁମ୍ଭରେ ଜଣେ ଜୁନା ଆଖଡ଼ାର ୧୪୪ ବର୍ଷୀୟ ସନ୍ଥଙ୍କ ମୃତ୍ୟୁ ହୋଇଛି । କାରଣ ଭିଡିଓର ପଛରେ ଲେଖାଥିବା ପୋଷ୍ଟରରେ ଏହା ଜୁନା ଆଖାଡ଼ା ବୋଲି ଲେଖା ରହିଛି ।ତେବେ ଭାଇରାଲ ହୋଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଜଣେ ସାଧୁ ବ୍ରହ୍ମଲୀନ ହୋଇଛନ୍ତିି । ତାଙ୍କ ଶବ ସହ ଅନ୍ତିମ ପ୍ରକି୍ରୟା ଚାଲିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *