ପୁଣି ଲଜ୍ଜା,ନବମ ଶ୍ରେଣୀ ଛାତ୍ରୀ  ଗର୍ଭବତୀ

ଜଗତସିଂହପୁର ଜିଲ୍ଲାରେ ପୁଣି ଲଜ୍ଜା । ନବମ ଶ୍ରେଣୀ ଛାତ୍ରୀ  ଗର୍ଭବତୀ।  କୁଜଙ୍ଗ ଥାନା ଅଞ୍ଚଳର ଜଣେ ନବମ ଶ୍ରେଣୀର ଛାତ୍ରୀ ଗର୍ଭବତୀ ଅବସ୍ଥାର ଜଗତସିଂହପୁର ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ତେବେ ଚିକିତ୍ସା ସମୟରେ ଗର୍ଭସ୍ତ ଶିଶୁର ମୃତ୍ୟୁ ହୋଇ ଯାଇଥିବା ସୂଚନା ମିଳିଛି ।  ଘଟଣା ସମ୍ପର୍କରେ କୁଜଙ୍ଗ ପୋଲିସ ତଦନ୍ତ ଆରମ୍ବ କରିଛି ।  ଏହି ଘଟଣା ସନ୍ଦେହରେ ପ୍ରେମିକ ଅଭିଯୁକ୍ତକୁ ଅଟକ ରଖି ପୋଲିସ ତଦନ୍ତ ଆରମ୍ଭ କରିଛି। ନାବାଳିକା ପିଡିତା ବର୍ତ୍ତମାନ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା କହିଛନ୍ତି ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *