IPS ସ୍ତରରେ ଅଦଳବଦଳ

IPS_ସ୍ତରରେ ଅଦଳବଦଳ ,IPS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର ,୧୭ ବରିଷ୍ଠ IPS ଅଫିସରଙ୍କୁ ବଦଳି କଲେ ସରକାର,ସନ୍ତୋଷ ବାର୍ଲାଙ୍କୁ SFSL ନିର୍ଦ୍ଦେଶକ ଦାୟିତ୍ବ,ଏସ୍‌ ପ୍ରବୀଣ କୁମାରଙ୍କୁ ଆଇଜି ପୋଲିସ ପ୍ରୋଭିଜନିଙ୍ଗ ଦାୟିତ୍ବ,ଗଜଭିଏ ସତୀଶ କୁମାର ହେଲେ ସ୍ପେଶାଲ ଆର୍ମଡ୍‌ ପୋଲିସ IG
,ସଞ୍ଜୟ କୁମାର କୌଶଲ EOW ଆଇଜି , ଅବିନାଶ କୁମାରଙ୍କୁ ଷ୍ଟେଟ୍‌ କ୍ରାଇମ ରେକର୍ଡ ବ୍ୟୁରୋ ନିର୍ଦ୍ଦେଶକ ଦାୟିତ୍ବ ,ସତ୍ୟଜିତ ନାୟକ ହେଲେ ପୋଲିସ ସେଣ୍ଟ୍ରାଲ ରେଞ୍ଜ୍‌ ଡିଆଇଜି ,ପିନାକ ମିଶ୍ର ହେଲେ ପୋଲିସ ଇଷ୍ଟର୍ଣ୍ଣ ରେଞ୍ଜ୍‌ ଡିଆଇଜି ,ସ୍ମିଥ ପରମାର ହେଲେ କ୍ରାଇମବ୍ରାଞ୍ଚ୍‌ ଏସ୍‌ପି ,ବିବେକାନନ୍ଦ ଶର୍ମା ହେଲେ ଖୋର୍ଦ୍ଧା ଏସ୍‌ପି ,ପ୍ରତୀକ ସିଂ ହେଲେ ପୁରୀ ଏସ୍‌ପି ,ପ୍ରତ୍ୟୁଷ ଦିବାକର- ବାଲେଶ୍ବର ଏସ୍‌ପି ,ବୀନିତ ଅଗ୍ରୱାଲ- କଟକ ଗ୍ରାମାଞ୍ଚଳ ଏସ୍‌ପି ,ରାଜ ପ୍ରସାଦ- ସ୍ପେଶାଲ ବ୍ରାଞ୍ଚ୍‌ ଏସ୍‌ପି ,ଜି ରେଡ୍ଡୀ ରାଘବେନ୍ଦ୍ର- ଝାରସୁଗୁଡ଼ା ଏସ୍‌ପି ,ଅଙ୍କିତ କୁମାର ବର୍ମା- ଜଗତସିଂହପୁର ଏସ୍‌ପି ,ଅମ୍ରିତପାଲ ସିଂ- ନୂଆପଡ଼ା ଏସ୍‌ପି
ଅମ୍ରିତପାଲ କୌର- ସୁନ୍ଦରଗଡ଼ ଏସ୍‌ପି ,ଭବାନୀ ଶଙ୍କର ଉଦ୍‌ଗାତା- ରେଲୱେ, କଟକ ଏସ୍‌ପି

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *