ଚିଟ୍ ଫଣ୍ଡ କ୍ଷତିଗ୍ରସ୍ତ ଜାମାକାରୀଙ୍କୁ ଚିହ୍ନଟ ଦାବୀ କରିଛି କ୍ଷତିଗ୍ରସ୍ତ ମିଳିତ ମଞ୍ଚ । ସରକାର ତୁରନ୍ତ ତହସିଲ ଜରିଆରେ ଚିଟ୍ ଫଣ୍ଡରେ କ୍ଷତିଗ୍ରସ୍ତ ଙ୍କୁ ତହସିଲ ଜରିଆ ରେ ଚିହ୍ନଟ କରିବାକୁ ଦାବୀ କରିଛି ଚିଟ୍ ଫଣ୍ଡ କ୍ଷତି ଗ୍ରସ୍ତ ମିଳିତ ମଞ୍ଚର ବାସୁଦେବପୁର ଶାଖା । ଏନେ ବାଲିନଗର ଯାଦବ ପଡ଼ିଆ ରାଧାକୃଷ୍ଣ ମନ୍ଦିର ନିକଟରେ ଏକ ବୈଠକ ହୋଇଯାଇଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now