ଅଲଟୋ କାର ଖାଇରେ ପଡ଼ି ୫ ଜଣଙ୍କ ମୃତ୍ୟୁ

Spread the love

ଡେରାଡ଼ୁନ : ଉତରାଖଣ୍ଡର ତିହରି ଜିଲ୍ଲାର କୋଠିୟାଡ଼ ନିକଟରେ ଶୁକବାର ଦିନ ଏକ ଅଲଟୋ କାର ନିୟନ୍ତ୍ରଣ ହରାଇ ଖାଇକୁ ଖସିପଡ଼ିଥିଲା । ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ଘଟଣାଟି ପାଖାପାଖି ୩.୩୦ ମିନିଟ ସମୟରେ ଘଟିଛି ।

ରାଜ୍ୟ ଜରୁରୀକାଳୀନ ଅପରେସନ ସେଂଟର ଡେରାଡ଼ୁନରୁ ମିଳିଥିବା ସୂଚନା ଅନୁଯାୟୀ କାରରେ ପାଂଚଜଣ ଲୋକ ଥିଲେ । ସମସ୍ତ ୫ ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସ ଏସଡିଆରଏଫ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *