ଜଳପାଇଗୁଡ଼ି : ଜାତୀୟ ରାଜପଥରେ ଘଟିଥିବା ଦୁର୍ଘଟଣାରେ ଜଣେ କାର ଚାଳକର ମୃତ୍ୟୁ ହୋଇଛି । ଏହି ଘଟଣା ରବିବାର ଦିନ ଭୋରରୁ ଜଲପାଇଗୁଡି ଜିଲ୍ଲାର ଉଦଲାବାଡ଼ି-ବାଗରାକୋଟ ମଧ୍ୟରେ ଘିସ ରୋଡ଼ରେ ଘଟିଛି । ମୃତ୍ୟୁବରଣ କରିଥିବା ଚାଳକର ନାମ ଶିବ କୁମାର ଠାକୁର (୩୦) । ସେ ବାଗରାକୋଟ ଗ୍ରାମ ପଞ୍ଚାୟତର ନିବାସୀ ଅଟେ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now