ଆଜି ମଳିବ ପଥ୍ରମ କିସ୍ତିର ଫଞ୍ଚମ ପର୍ଯ୍ୟାୟ ସୁଭଦ୍ରା କିସ୍ତି

ଆଜି ମଳିବ ପଥ୍ରମ କିସ୍ତିର ଫଞ୍ଚମ ପର୍ଯ୍ୟାୟ ସହାୟତା ରାଶି ପ୍ରଦାନ କରାଯିବ। ଏଥିସହ ଆଜି ସୁଦ୍ଧା ସୁଭଦ୍ରା ହିତାଧିକୀରୀଙ୍କ ସଂଖ୍ୟା କୋଟିଏ ପାର କରିବ । ଆସନ୍ତା ୮ ତାରିଖରେ ସୁଭଦ୍ରାର ଦ୍ୱିତୀୟ କିସ୍ତି ସହାୟତାରେ ରାଶି ଦିଆଯିବ । ସୁଭଦ୍ରାରୁ ବଞ୍ଚିତ ହିତାଧିକାରୀଙ୍କୁ ଖୋଜିବାକୁ ହେବ ଡୋର ଟୁ ଡୋର ସର୍ଭେ। ମାର୍ଚ୍ଚ ୩୧ରେ ଆବେଦନ ପ୍ରକ୍ରିୟାକୁ ବନ୍ଦ କରି ସର୍ଭେ କରିବେ ସରକାର କହିଛନ୍ତି ସରକାର ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *