କ୍ଷମା ମାଗିଲେନି କମଲ- କନ୍ନଡ଼ ମନ୍ତବ୍ୟକୁ ନେଇ ଅଟକିଲା ରିଲିଜ୍

ଅଭିନେତା କମଲ୍ ହାସନଙ୍କ Thug Life ଚଳଚ୍ଚିତ୍ରକୁ ନେଇ ବର୍ତ୍ତମାନ କର୍ଣ୍ଣାଟକରେ ବିବାଦ ଚାଲିଛି। ଏହି ବିବାଦର ମୂଳ କାରଣ ହେଉଛି, ତାଙ୍କର “କନ୍ନଡ ଭାଷା ତାମିଲ୍…

ଆତଙ୍କି ଲିଂକରେ ସରକାରୀ କର୍ମଚାରୀ..

ପାକିସ୍ତାନ ପାଇଁ ଗୁପ୍ତଚରି ଓ ଆତଙ୍କି ଲିଂକରେ ବ୍ୟାପକ ଗିରଫଦାରି ଜାରି ରହିଛି। ରାଜସ୍ଥାନର ଜୟପୁରରେ ଜଣେ ସରକାରୀ କର୍ମଚାରୀ ଶକୁର ଖାନଙ୍କୁ ପୁଲିସ ଗିରଫ କରିଛି।…

ଜଷ୍ଟିସ ବର୍ମାଙ୍କ ବିରୁଦ୍ଧରେ ଏତଲା ରୁଜୁ ଲାଗି ଅନୁମତି ଲୋଡ଼ି ସିଜେଆଇଙ୍କୁ ଚିଠି ଲେଖିଲା ବମ୍ୱେ ଓକିଲ ସଂଘ

ଆଲହାବାଦ ଉଚ୍ଚନ୍ୟାୟାଳୟର ବିଚାରପତି ଜଷ୍ଟିସ ଯଶବନ୍ତ ବର୍ମାଙ୍କ ବିରୁଦ୍ଧରେ ଏତଲା ରୁଜୁ ଲାଗି ପ୍ରଧାନବିଚାରପତିଙ୍କୁ ଚିଠି ଲେଖିଲା ବମ୍ୱେ ଓକିଲ ସଂଘ। ଦିଲ୍ଲୀସ୍ଥିତ ସରକାରୀ ବଙ୍ଗଳାରୁ ଅନଧିକୃତ…

ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ- ସମାଜକୁ ଭୁଲ୍ ବାର୍ତ୍ତା

ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତଙ୍କୁ ନିସ୍ତାର ନାହିଁ। ଅଭିଯୁକ୍ତଙ୍କ ବିରୁଦ୍ଧରେ ଚାଲିଥିବା ଟ୍ରାଏଲ ବନ୍ଦ ହେବନି ବୋଲି ସ୍ପଷ୍ଟ କରିଦେଇଛନ୍ତି କେରଳ ହାଇକୋର୍ଟ। ଟ୍ରାଏଲ ବନ୍ଦ…

ବାପାଙ୍କ ଦ୍ୱିତୀୟ ପତ୍ନୀ ପାଖରେ ରହିପାରିବନି ନାବାଳକ ପୁଅ

ବାପା ଦ୍ୱିତୀୟ ବିବାହ କରିନେଲେ। ଦ୍ୱିତୀୟ ପତ୍ନୀ ପାଖରେ ରହୁଛନ୍ତି। ଆଉ ବାପାଙ୍କ ଦ୍ୱିତୀୟ ପତ୍ନୀ ପାଖରେ ନାବାଳକ ପୁଅକୁ ଛାଡ଼ିବା ଉଚିତ ହେବନି। କାରଣ ପିଲାର…

ଆନ୍ନା ୟୁନିଭରସିଟି କ୍ୟାମ୍ପସ ରେପ୍ – ଦୋଷୀକୁ ଆଜୀବନ ଜେଲ୍

ଆନ୍ନା ବିଶ୍ୱବିଦ୍ୟାଳୟରେ ଘଟିଥିବା ଯୌନ ଉତ୍ପୀଡ଼ନ ଘଟଣାରେ ମେ ୨୮ ତାରିଖରେ ଅଭିଯୁକ୍ତ ଏ. ଜ୍ଞାନଶେକରନ୍ କୁ ୧୧ଟି ଅପରାଧରେ ଦୋଷୀ ସାବ୍ୟସ୍ତ କରିଥିଲେ ଚେନ୍ନାଇ ମହିଳା…

ଘୋଷାରିବି, ଉଲଗ୍ନ କରି ବାଡ଼େଇବି- ମହିଳା ଡାକ୍ତରଙ୍କୁ ଧମକାଇଲେ ବିଧାୟକ!

ଜମ୍ମୁ କଶ୍ମୀର ଡୋଡା ନିର୍ବାଚନ ମଣ୍ଡଳର ଏକମାତ୍ର ଆମ୍ ଆଦମୀ ପାର୍ଟି (ଏଏପି) ବିଧାୟକ ମେହରାଜ୍ ମାଲିକଙ୍କ ବିରୁଦ୍ଧରେ ଏତଲା ରୁଜୁ ହୋଇଛି। ଏତଲା କରିଛନ୍ତି ଜଣେ…

ଦେବାଳିଆ ବାଇଜୁସ୍: ଏନସିଏଲଟି ରାୟ ବିରୁଦ୍ଧରେ ବିସିସିଆଇ ଓ ବାଇଜୁସ ଆବେଦନ ଉପରେ ନୋଟିସ୍ କଲେ ସୁପ୍ରିମକୋର୍ଟ

ଭାରତର ବଡ଼ ଏଡ୍ଟେକ୍ କମ୍ପାନୀ ଥିଙ୍କ ଏଣ୍ଡ ଲର୍ଣ୍ଣ ପ୍ରାଇଭେଟ୍ ଲିମିଟେଡ୍ (ବାଇଜୁସ) ଉପରେ ଚାଲିଥିବା ଆଦାନ-ପ୍ରଦାନ ବିବାଦ ଓ ଆର୍ଥିକ ସଙ୍କଟ ମାମଲା ଉପରେ ସୁପ୍ରିମକୋର୍ଟ…

ହେଟ୍ ସ୍ପିଚ୍- ବିଧାୟକ ଆବାସ ଅନସାରୀଙ୍କୁ ୨ ବର୍ଷ ଜେଲ୍

ବିଧାୟକ ଆବାସ ଅନସାରୀଙ୍କୁ ୨ ବର୍ଷ ଜେଲ। ୟୁପିର ମାଉ ଜିଲ୍ଲା କୋର୍ଟ ଆବାସଙ୍କୁ ଘୃଣା ଭାଷଣ ମାମଲାରେ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ…

ଅପରେସନ ସିନ୍ଦୂରକୁ ନେଇ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଟାର୍ଗେଟ- ଗିରଫ ହେଲେ ଆଇନ ଛାତ୍ରୀ ଶର୍ମିଷ୍ଠା

ଅପରେସନ ସିନ୍ଦୂରକୁ ନେଇ ଇନଷ୍ଟାଗ୍ରାମରେ ଆପତ୍ତିଜନକ ଟିପ୍ପଣୀ କରିଥିବା ପୁଣେର ଏକ ଆଇନ ଛାତ୍ରୀ ଶର୍ମିଷ୍ଠା ପନୋଲିଙ୍କୁ କୋଲକାତା ପୁଲିସ ଗିରଫ କରିଛି। ଶୁକ୍ରବାର ରାତିରେ ଶର୍ମିଷ୍ଠାଙ୍କୁ…

ନିର୍ଦେଶକଙ୍କ ବିରୁଦ୍ଧରେ ମିଛ ଦୁଷ୍କର୍ମ ମାମଲା..

ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କୁ ଜାମିନ ଦେବାକୁ ଦିଲ୍ଲୀ ହାଇକୋର୍ଟର ବସିଲା ସ୍ୱତନ୍ତ୍ର ସାଂଧ୍ୟ ବୈଠକ। ଚଳଚ୍ଚିତ୍ର ନିର୍ଦ୍ଦେଶକ ସନୋଜ ମିଶ୍ରାଙ୍କୁ ଜାମିନ୍ ଦେଇଛନ୍ତି ହାଇକୋର୍ଟ। ଏହି ବିଶେଷ ବୈଠକ…

ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡ- ଆସିଲା କୋର୍ଟ ରାୟ

ବହୁ ଚର୍ଚ୍ଚିତ ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡକୁ ନେଇ ଆସିଲା ରାୟ। ୨ ବର୍ଷ ୮ ମାସ ପରେ କୋଟଦ୍ୱାର କୋର୍ଟ ଶୁଣାଇଲେ ରାୟ। ୯୭ ସାକ୍ଷୀ, ୫ଶହ…