ବିଜୟଙ୍କ ବିବାଦୀୟ ବୟାନ: କୁମ୍ଭୀର କାନ୍ଦଣା ବନ୍ଦ କର- ଏସଆଇଟି ଗଠନ ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦେଶ

କୁମ୍ଭୀର କାନ୍ଦଣା ବନ୍ଦ କର। ଯେଉଁ ଭଳି ସେନାକୁ ଅପମାନ କଲ, ତାହା ବରଦାସ୍ତ ଯୋଗ୍ୟ ନୁହେଁ। ପୁରା ଦେଶ ତୁମ ମନ୍ତବ୍ୟ ଲାଗି ଲଜ୍ଜିତ ହେଲା।…

ଭାରତ ଧର୍ମଶାଳା ନୁହେଁ, ଯିଏ ଦୁନିଆଯାକର ଲୋକଙ୍କୁ ଶରଣ ଦେବ- ସୁପ୍ରିମକୋର୍ଟ

ଭାରତ ଧର୍ମଶାଳା ନୁହେଁ। ସାରା ଦୁନିଆରୁ ଆସୁଥିବା ଶରଣାର୍ଥୀଙ୍କୁ ଅତିଥି ଭାବେ ଥଇଥାନ କରିପାରିବନି। ଏମିତିରେ ଭାରତ ୧୪୦ କୋଟି ଜନସଂଖ୍ୟାକୁ ନେଇ ଯୁଝୁଛି। ସୁପ୍ରିମକୋର୍ଟର ବିଚାରପତି…

ସିଜେଆଇଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେନି ସିଏସ, ଡିଜି ଓ ସିପି

ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଜଷ୍ଚିସ ବିଆର ଗଭାଇ ଅସନ୍ତୋଷ ପ୍ରକାଶ କଲେ। ସିଜେଆଇ ଦାୟିତ୍ୱ ନେବା ପରେ ନିଜ ରାଜ୍ୟ ମହାରାଷ୍ଟ୍ରକୁ ଗସ୍ତ ସମୟରେ ତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ…

ମୁଁ ଇଣ୍ଟରଭ୍ୟୁ ଦିଏନା- କାହିଁକି ଏମିତି କହିଲେ ସିଜେଆଇ?

ମୁଁ ଇଣ୍ଟରଭ୍ୟୁ ଦିଏନା। କାରଣ ବିଚାରପତି କାମ କରିବା କଥା, ପ୍ରତିଶୃତି ଦେବା କଥା ନୁହେଁ। ମୁଁ ଏମିତିରେ ମିଡିଆକୁ ଯିବାକୁ ସଂକୋଚ କରେ। କାରଣ ବିଶ୍ୱାସ…

ଆପତ୍ତିଜନକ ଆଚରଣ:ବିଦା ହେଲେ ବବନ- ବିଜୟ କେବେ?

ମହିଳା ଡ୍ୟାନ୍ସରଙ୍କୁ କୋଳରେ ବସାଇ ଆପତ୍ତିଜନକ ଆଚରଣ କରିଥିବା ବଲିୟାର ବୟସ୍କ ବିଜେପି ନେତା ବବ୍ବନ ସିଂ ରଘୁବଂଶୀ ଦଳରୁ ତଡ଼ା ଖାଇଲେ। ବିହାରର ଏକ ବିବାହ…

ମନ୍ତ୍ରୀ ବିଜୟଙ୍କ ଅଡ଼ୁଆ ବଢ଼ିଲା..ସୁପ୍ରିମକୋର୍ଟରୁ ତୀବ୍ର ଭର୍ତ୍ସନା

ମଧ୍ୟପ୍ରଦେଶ ବିଜେପିର କ୍ୟାବିନେଟ୍ ମନ୍ତ୍ରୀ ବିଜୟ ଶାହାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ମହିଳାସେନା ଅଧିକାରୀ ସୋଫିଆ କ୍ୟୁରେସିଙ୍କ ବିରୁଦ୍ଧରେ ମନ୍ତ୍ରୀଙ୍କ ବୟାନ କ୍ୟାନସର ସଦୃଶ ବୋଲି କହିଛନ୍ତି…

ପୋଲାଚି ଯୌନ ଅତ୍ୟାଚାର- ୯ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ବହୁ ଚର୍ଚ୍ଚିତ ପୋଲାଚି ଯୌନ ଅତ୍ୟାଚାର ମାମଲାରେ ସମସ୍ତ ୯ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ତାମିଲନାଡ଼ୁ କୋର୍ଟ। କୋଏମ୍ୱାଟୋରର ଏକ କୋର୍ଟ ୨୦୧୯ରେ ପୋଲାଚିରେ…

ଶାହାରୁଖ ଖାନଙ୍କ କମ୍ପାନୀର ମୃତ ମହିଳା କର୍ମଚାରୀଙ୍କୁ ୬୨ଲକ୍ଷର ବୀମା

ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଶାହାରୁଖ ଖାନଙ୍କ ଜଣେ କର୍ମଚାରୀଙ୍କୁ କ୍ଷତିପୂରଣ ବାବଦରେ ମିଳିବ ୬୨ ଲକ୍ଷ ଟଙ୍କା। ଏହି ଅର୍ଥ ମୋଟର ଆକ୍ସିଡେଣ୍ଟ କ୍ଲେମ୍ ଟ୍ରିବ୍ୟୁନାଲ…

ବିନା ସହମତିରେ ଲାଗିପାରିବନି ସିସିଟିଭି

ଘରେ ସିସିଟିଭି ଲାଗିଲେ ଘରେ ଥିବା ସମସ୍ତଙ୍କ ଅନୁମତି ଦରକାର। କୋଲକାତା ହାଇକୋର୍ଟ ଏ ସନ୍ଦର୍ଭରେ ଦେଇଥିବା ରାୟରେ ଦଖଲ କରିବାକୁ ମନା କରିଦେଲେ ସୁପ୍ରିମକୋର୍ଟ। ହାଇକୋର୍ଟ…

ସେନା ଯୁଦ୍ଧ ଲଢ଼ୁଛନ୍ତି- ଆପଣ ଘରେ ବସି ଆରାମ କରିବାକୁ ଚାହୁଁଛନ୍ତି

ଭାରତ-ପାକିସ୍ତାନ ଭିତରେ ଯୁଦ୍ଧ ଭଳି ସ୍ଥିତି ଉପୁଜିବା ସମୟରେ ଶୁକ୍ରବାର କାମ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା ଚଣ୍ଡିଗଡ଼ ଓକିଲ ସଂଘ। ଏହା ଉପରେ ପଞ୍ଜାବ ଓ…