ଜଷ୍ଟିସ ବର୍ମାଙ୍କ ଘରୁ ବିପୁଳ ନଗଦ ଜବତ- ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ତଦନ୍ତ ରିପୋର୍ଟ ଅବଗତ କରାଇଲେ ସିଜେଆଇ
ଜଷ୍ଚିସ ବର୍ମାଙ୍କ ବିରୁଦ୍ଧରେ ମହାମହିମ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା। ଆଭ୍ୟନ୍ତରୀଣ କମିଟି ଜଷ୍ଟିସ ବର୍ମାଙ୍କ ଘରେ ମିଳିଥିବା…