ସିଏଏ ବିରୋଧରେ ଡିଏମକେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ

ନୂଆଦିଲ୍ଲୀ: ତାମିଲନାଡୁର କ୍ଷମତାଶୀନ ଡିଏମକେ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି। ଡିଏମକେ ଯାଚିକାରେ କହିଛି କି, ସିଏଏ ୨୦୧୯ ସ୍ବେଚ୍ଛାଚାରିତା ଅଟେ। କାରଣ…

ସୁପ୍ରିମକୋର୍ଟ ଗଲେ ବିଲକିସ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପହଞ୍ଚିଲେ ଗଣଦୁଷ୍କର୍ମ ପୀଡିତା ବିଲକିସ ବାନୁ। ସମସ୍ତ ୧୧ ଦୋଷୀଙ୍କୁ ମୁକ୍ତ କରିବା ବିରୋଧରେ ସେ ସର୍ବୋଚ୍ଚ କୋର୍ଟରେ ମାଗୁଛନ୍ତି ନ୍ୟାୟ। ଏହି ମାମଲାର…

ଘରୋଇ ମେଡିକାଲ କଲେଜର ବଣ୍ଡ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଏକ ଘରୋଇ କଲେଜର ଜଣେ ସ୍ନାତକୋତ୍ତର ଛାତ୍ରୀଙ୍କୁ ନିଜ ପାଠ୍ୟକ୍ରମ ପୁରା କରିବା ପରେ ବାଧ୍ୟତାମୂଳକ ସେବା ବଦଳରେ ୫ ଲକ୍ଷ ଟଙ୍କା ଭରିବାକୁ ବାଧ୍ୟକରାଯିବା…

୫ ଦିନି ପୁଲିସ ରିମାଣ୍ଡକୁ ଗଲା ଜଲ୍ଲାଦ ପ୍ରେମିକ

ନୂଆଦିଲ୍ଲୀ: ଜଲ୍ଲାଦ ପ୍ରେମିକ ଅଫତାବ୍ ଅମିନ ପୁନାୱାଲାର ଖୋଲିଛି ଗୋଟିଏ ପରେ ଗୋଟିଏ ଗୁମର। ଆଜି ପୁନାୱାଲାର ରିମାଣ୍ଡ ସରିଥିବାବେଳେ ଅଫତାବର ରିମାଣ୍ଡକୁ ପୁଣି ୫ ଦିନ…

ଆସନ୍ତା ଦୁଇରେ ଜ୍ଞାନବାପୀ ମସଜିଦ ଶୁଣାଣି

ବାରାଣସୀ:  ଜ୍ଞାନବାପୀ ମସଜିଦ ମାମଲାରେ ଗୁରୁବାର ଶୁଣାଣି ହୋଇଛି। ବାରାଣସୀ କୋର୍ଟ ଏହି ମାମଲାରେ  ଶୁଣାଣି କରିଛନ୍ତି। ଆଜି ମସଜିଦକୁ ମୁସଲମାନଙ୍କ ପ୍ରବେଶକୁ ବାରଣ, ହିନ୍ଦୁଙ୍କୁ ମସଜିଦ…

ଜବରଦସ୍ତ ଧର୍ମ ପରିବର୍ତ୍ତନ ଦେଶ ସୁରକ୍ଷା ପାଇଁ ବିପଦ: ସର୍ବୋଚ୍ଚ ନ୍ୟାୟାଳୟ

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ସୋମବାର ଜବରଦସ୍ତି ଧର୍ମ ପରିବର୍ତ୍ତନ ଉପରେ ଶୁଣାଣି ହୋଇଛି। ଏହି ପ୍ରସଙ୍ଗକୁ କୋର୍ଟ ଗମ୍ଭୀର ମାମଲା କହିବା ସହ ଏହା ଦେଶର…

ନୀତିଶଙ୍କୁ ଗାଦିଚ୍ୟୁତ କରିବା ଯାଚିକା ଖାରଜ

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ପଦରୁ ହଟେଇବାକୁ ନିର୍ଦ୍ଦେଶ ଦେବାକୁ ଦାୟର ଏକ ଯାଚିକାକୁ ଖାରଜ କରିଦେଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ…

ଆଜମଙ୍କ ଅପିଲ ଖାରଜ

ନୂଆଦିଲ୍ଲୀ: ସପା ନେତା ଆଜମଙ୍କ ଯାଚିକା ଏମପି-ଏମଏଲଏ କୋର୍ଟରେ ଖାରଜ। ଏହା ଉପରେ ଓକିଲଙ୍କୁ ଶୁକ୍ରବାର ଦିନ ଆଜମଙ୍କ ଅପିଲ ଉପରେ ଆପତ୍ତି ଦାଖଲ କରିବାକୁ ନିର୍ଦ୍ଦେଶ…

ଭୀମା କୋରେଗାଁଓ ହିଂସା ମାମଲାରେ ଅଭିଯୁକ୍ତ ନବଲଖାଙ୍କୁ ହାଉସ ଆରେଷ୍ଟ ଅନୁମତି

ନୂଆଦିଲ୍ଲୀ: ଭୀମା କୋରେଗାଁଓ ହିଂସା ମାମଲାରେ ଅଭିଯୁକ୍ତ ଗୌତମ ନବଲଖାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି। ନବଲଖାଙ୍କୁ ତଲୋଜା ଜେଲରୁ ବାହାର କରି ନବୀ ମୁମ୍ବାଇରେ ହାଉସ ଆରେଷ୍ଟ ଆଦେଶ…

ଭ୍ରଷ୍ଟ ଲୋକଙ୍କ ପାଇଁ ଦେଶ ନଷ୍ଟ ହେଉଛି: ଏସସି

ନୂଆଦିଲ୍ଲୀ: ଭ୍ରଷ୍ଟ ଲୋକମାନେ ଦେଶକୁ ତଳିତଳାନ୍ତ କରୁଛନ୍ତି। ଅର୍ଥ ବଳରେ ଭ୍ରଷ୍ଟାଚାରୀ ଖସିଯିବାରେ ସଫଳ ହୋଉଛନ୍ତି। ଏକ ଯାଚିକାର ଶୁଣାଣି କାଳରେ ସୁପ୍ରିମକୋର୍ଟ ଏପରି କ୍ଷୋଭକ୍ତି ପ୍ରକାଶ…

ଛାଭଲା ଦୁଷ୍କର୍ମ ଓ ହତ୍ୟା ମାମଲା: ତିନି ଦୋଷୀଙ୍କୁ ଦୋଷମୁକ୍ତ କଲେ ସର୍ବୋଚ୍ଚ କୋର୍ଟ

ନୂଆଦିଲ୍ଲୀ: ୨୦୧୨ ଛାଭଲା ଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟ ତିନି ଦୋଷୀଙ୍କ ମୃତ୍ୟୁଦଣ୍ଡକୁ ରଦ୍ଦ କରିବା ସହ ସେମାନଙ୍କୁ ମୁକ୍ତ କରିବାକୁ ଆଦେଶ ଦେଇଛନ୍ତି। ଏହି…

ଚାର୍ଜସିଟ ଦାଖଲ ନ ହେବା ପୂର୍ବରୁ ଦୁଷ୍କର୍ମ ପୀଡିତାଙ୍କ ବୟାନର ଖୁଲାସା ହେବନି

ନୂଆଦିଲ୍ଲୀ: ଦୁଷ୍କର୍ମ ପୀଡିତାଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି। ଯେପର୍ଯ୍ୟନ୍ତ ମାମଲାକୁ ନେଇ କୋର୍ଟରେ ଚାର୍ଜସିଟ ବା ଚୂଡାନ୍ତ ରିପୋର୍ଟ ଦାଖଲ ହୋଇନାହିଁ, ସେପର୍ଯ୍ୟନ୍ତ ସିଆରପିସିର ଧାରା…