ପରକୀୟାପ୍ରୀତିରୁ ହାଇଭୋଲଟେଜ ଡ୍ରାମା

ସ୍ୱାମୀଙ୍କ ଚାଲିଥିଲା ପରକୀୟାପ୍ରୀତି। ଆଉ ସନ୍ଦେହରେ ପିଛା କରିଥିଲେ ପତ୍ନୀ। ଆଉ ସ୍ୱାମୀଙ୍କ ସହ ପ୍ରେମିକାକୁ ଏକାଠି ଦେଖି କଲେ ହଙ୍ଗାମା। ପ୍ରେମିକା ଘରେ ହିଁ ପ୍ରେମିକାକୁ…

ପନୋଲିଙ୍କୁ ୩ଟି ସର୍ତ୍ତରେ ଜାମିନ୍ ଦେଲେ ହାଇକୋର୍ଟ

ଆଇନ ଛାତ୍ରୀ ଶର୍ମିଷ୍ଠା ପନୋଲିଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି କୋଲକାତା ହାଇକୋର୍ଟ। ୩ଟି ସର୍ତ୍ତ ରଖିଛନ୍ତି କୋର୍ଟ। ଶର୍ମିଷ୍ଠା ନିଜର ପାସପୋର୍ଟ ସରେଣ୍ଡର କରିବେ। ପୁଲିସ ତଦନ୍ତରେ…

ବିବାହ କଲେ ମହୁଆ ମୈତ୍ର- ଟିଏମସି ସାଂସଦଙ୍କ ପ୍ରେମରେ ପିନାକୀ

ମହୁଆଙ୍କୁ ବିବାହ କଲେ ପିନାକୀ। ଜର୍ମାନୀରେ ଉଭୟ ବିବାହ ବନ୍ଧନରେ ବାନ୍ଧିହୋଇଥିବା ଚର୍ଚ୍ଚା ସୋସିଆଲ ମିିଡିଆରେ ଜୋରଦାର ଭାଇରାଲ ହୋଇଛି। ମେ ୩ ତାରିଖରୁ ଉଭୟ ବିବାହ…

ଶର୍ମିଷ୍ଠା ପନୋଲିଙ୍କୁ ମିଳିଲା ଜାମିନ୍..

ଶର୍ମିଷ୍ଠା ପନୋଲିଙ୍କୁ ମିଳିଲା ଜାମିନ୍। କୋଲକାତା ହାଇକୋର୍ଟ ଆଜି ୟୁଟ୍ୟୁବର ଶର୍ମିଷ୍ଠାଙ୍କୁ ଜାମିନ୍ ଦେଇଛନ୍ତି। ଆଇନ ଛାତ୍ରୀ ଶର୍ମିଷ୍ଠା ସାମ୍ପ୍ରଦାୟିକ ଉତ୍ତେଜନା କଲା ଭଳି ଭିଡ଼ିଓ ପୋଷ୍ଟ…

ଦୁଷ୍କର୍ମ ପୀଡ଼ିତାଙ୍କ ମାଆକୁ ଚିକିତ୍ସା କରିବାକୁ ଯାଇ ଲହୁଲୁହାଣ ହେଲେ ଡାକ୍ତର

ବଳାତ୍କାର ପୀଡ଼ିତାଙ୍କ ମାଆଙ୍କ ଚିକିତ୍ସା କରିବାକୁ ଯାଇଥିଲେ ଡାକ୍ତର। କିନ୍ତୁ ଲହୁଲୁହାଣ କରିଦେଲେ ଦୁର୍ବୃତ୍ତ। ଗଛରେ ବାନ୍ଧି ନିସ୍ତୁକ ପିଟିଲେ। ବିହାର ଜଙ୍ଗଲରାଜର ଆଉ ଏକ ନଜିର…

ଦଳାଚକଟା ଲାଗି ଦାୟୀ କିଏ ?

ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଦଳାଚକଟାରେ ୧୧ଜଣଙ୍କ ଜୀବନ ଚାଲିଗଲା। ୩୩ରୁ ଅଧିକ ଆହତ ହେଲେ। ଘଟଣାକୁ ନେଇ କର୍ଣ୍ଣାଟକ ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କ୍ଷମା ମାଗିଛନ୍ତି। ମୃତକଙ୍କ…

ଆରସିବିର ବିଜୟ ସମ୍ୱର୍ଦ୍ଧନା ଉତ୍ସବ- ପାଲଟିଲା ମରଣଜନ୍ତା

ଆରସିବିର ଆଇପିଏଲ ଓ୍ୱିନ୍ ସେଲିବ୍ରେସନ ଅନେକଙ୍କ ଲାଗି କାଳ ସାଜିଲା। ବେଙ୍ଗାଲୁରୁ ବିଧାନସଭା ପାଖରେ ଘଟିଛି ଦଳାଚକଟା। ଚିନ୍ନାସ୍ୱାମୀ ଷ୍ଟାଡ଼ିଅମରେ ଗେଟ୍ ଭାଙ୍ଗି ଧସେଇ ପଶିବାକୁ କ୍ରିକେଟ…

ବେଙ୍ଗାଲୁରୁରେ RCB ବିଜୟ ଉତ୍ସବରେ ଭୟଙ୍କର ଭିଡ଼: ଦଳାଚକଟାରେ ୭ ମୃତ, ୩୦ରୁ ଅଧିକ ଆହତ

ଆଇପିଏଲ ୨୦୨୫ ରେ ରୋୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପ୍ରଥମ ଥର ପାଇଁ ବିଜୟ ଅର୍ଜନ କଲା। ହେଲେ ବେଙ୍ଗାଲୁରୁରେ ବିଜୟ ଉତ୍ସବ ଏକ ବିପଦ ରୂପ…

ଶର୍ମିଷ୍ଠା ପନୋଲିଙ୍କୁ ମିଳିଲାନି ଅଦାଲତି ଆଶ୍ୱସ୍ତି

୨୨ ବର୍ଷୀୟ ଆଇନ ଛାତ୍ରୀ ଓ ସୋସିଆଲ୍ ମିଡିଆ ଇନ୍‌ଫ୍ଲୁଏନ୍ସର୍ ଶର୍ମିଷ୍ଠା ପାନୋଲିଙ୍କୁ ମିଳିଲାନି ଅଦାଲତି ଆଶ୍ୱସ୍ତି। ଶର୍ମିଷ୍ଠାଙ୍କୁ ଜାମିନ ଦେଲେନି କୋଲକାତା ହାଇକୋର୍ଟ। ଅଭିବ୍ୟକ୍ତିର ସ୍ୱାଧୀନତା…

କୁଖ୍ୟାତ ଆତଙ୍କବାଦୀ ମୌଲାନା ଅବଦ୍ଦୁଲ ଅଜିଜର ରହସ୍ୟଜନକ ମୃତ୍ୟୁ

ପାକିସ୍ତାନରେ ଆଉ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି। ଜୈସ-ଏ- ମହମ୍ମଦର କମାଣ୍ଡର ମୌଲାନା ଅବଦ୍ଦୁଲ ଅଜିଜର ମୃତ୍ୟୁ ହୋଇଥିବା ଖବର ଆସୁଛି। ଅଜିଜର ରହସ୍ୟମୟ ମୃତ୍ୟୁକୁ ନେଇ…

ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ- ସମାଜକୁ ଭୁଲ୍ ବାର୍ତ୍ତା

ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତଙ୍କୁ ନିସ୍ତାର ନାହିଁ। ଅଭିଯୁକ୍ତଙ୍କ ବିରୁଦ୍ଧରେ ଚାଲିଥିବା ଟ୍ରାଏଲ ବନ୍ଦ ହେବନି ବୋଲି ସ୍ପଷ୍ଟ କରିଦେଇଛନ୍ତି କେରଳ ହାଇକୋର୍ଟ। ଟ୍ରାଏଲ ବନ୍ଦ…

ଆନ୍ନା ୟୁନିଭରସିଟି କ୍ୟାମ୍ପସ ରେପ୍ – ଦୋଷୀକୁ ଆଜୀବନ ଜେଲ୍

ଆନ୍ନା ବିଶ୍ୱବିଦ୍ୟାଳୟରେ ଘଟିଥିବା ଯୌନ ଉତ୍ପୀଡ଼ନ ଘଟଣାରେ ମେ ୨୮ ତାରିଖରେ ଅଭିଯୁକ୍ତ ଏ. ଜ୍ଞାନଶେକରନ୍ କୁ ୧୧ଟି ଅପରାଧରେ ଦୋଷୀ ସାବ୍ୟସ୍ତ କରିଥିଲେ ଚେନ୍ନାଇ ମହିଳା…