ବୈଷ୍ଣୋଦେବୀ ରୁଟରେ ଭୂସ୍ଖଳନ- ୩୧ ଶ୍ରଦ୍ଧାଳୁ ମୃତ- ଅନେକ ନିଖୋଜ

ଜମ୍ମୁକଶ୍ମୀରରେ ଭୂସ୍ଖଳନରୁ ୩୧ଜଣଙ୍କ ଜୀବନ ଯାଇଛି। ବୈଷ୍ଣୋଦେବୀ ଯାତ୍ରା ବେଳେ ଭୂସ୍ଖଳନରୁ ୩୧ ଶ୍ରଦ୍ଧାଳୁଙ୍କ ଜୀବନ ଯାଇଥିଲା ବେଳେ ୩୦ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି।  ଅନେକ ଶ୍ରଦ୍ଧାଳୁଙ୍କ…

ଦେଢ଼ବର୍ଷର ପୁଅକୁ ଧରି ଗଙ୍ଗାକୁ ଡେଇଁଲେ ଜବାନ

ମମତା ଓ ଭଲପାଇବା ଆଗରେ ବଡ଼ ହୋଇଗଲା ମନୋମାଳିନ୍ୟ। ୫ ବର୍ଷରେ ମିଳିଥିବା ପ୍ରେମକୁ  ନଜର ଲାଗିଗଲା ଅଢ଼େଇ ବର୍ଷରେ। ପୁରା ପରିବାର ଉଜୁଡ଼ିଗଲା। ପ୍ରେମ ବିବାହର…

ଦିଲ୍ଲୀରେ ପୁଣି ଥାର୍‌ର କହର..

ଦିଲ୍ଲୀରେ ହିଟ୍ ଆଣ୍ଡ ରନ୍। ରାସ୍ତା କଡ଼ରେ ବାଇକ ଆରୋହୀଙ୍କୁ ଧକ୍କା ଦେଇ ଖସିଗଲା କାର୍ ଚାଳକ। ଆଉ କାର୍ ଧକ୍କାରେ ୪୦ ବର୍ଷୀୟ ବିକସୁ ଲାଲଙ୍କ…

କାନ୍ଥଭୁଷୁଡ଼ି ୮ ମୃତ

ପ୍ରବଳ ବର୍ଷାରୁ ଭୁଷୁଡ଼ିପଡ଼ିଲା କାନ୍ଥ। ଆଉ କାନ୍ଥ ତଳେ ଚାପି ହୋଇ ଚାଲିଗଲା ୮ ଜୀବନ। ଦିଲ୍ଲୀର ହରିନଗରସ୍ଥିତ ଜୈତପୁରରେ ଏଭଳି ଅଘଟଣ ଘଟିଥିଲା। ଶହେ ଫୁଟ…

ଖାଇକୁ ଖସିଲା ଜବାନଙ୍କ ଗାଡ଼ି- ୩ ମୃତ, ୧୬ ଆହତ

ଓଲଟିଲା ଜବାନଙ୍କ ଗାଡ଼ି। ଜମ୍ମୁ କଶ୍ମୀରର ଉଧମପୁର ଜିଲ୍ଲାର ବସନ୍ତଗଡ଼- କାଣ୍ଡଭା ରାସ୍ତାରେ ଗଭୀର ଖାଇକୁ ଗାଡ଼ି ଖସିପଡ଼ିବାରୁ ୩ଜଣ ସିଆରପିଏଫ ଜବାନଙ୍କ ମୃତ୍ୟୁ ହୋଇଛି ଓ…

ଧରାଶାୟୀ ଧରାଲି- ପ୍ରକୃତିର ପ୍ରଳୟ

ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ। କ୍ଷୀରଗଙ୍ଗା ନଦୀ ଅବବାହିକାରେ ବାଦଲଫଟା ବର୍ଷାରୁ ଅଚାନକ ବନ୍ୟା ଓ ଭୂସ୍ଖଳନରୁ ଉତ୍ତରକାଶୀ ଜିଲ୍ଲାର ଧରାଲି ଗାଁରେ ବିପୁଳ କ୍ଷୟକ୍ଷତି ହୋଇଛି। ଅନେକଙ୍କ…

ବଳଙ୍ଗା ପୀଡ଼ିତାକୁ ନ୍ୟାୟ- ରହସ୍ୟରେ ରହିଗଲା ଟ୍ରାଜେଡି

ବଳଙ୍ଗା ପୀଡ଼ିତାଙ୍କୁ ଅଶ୍ରୁଳ ବିଦାୟ। ଶୋକାକୂଳ ପରିବେଶରେ ଅନ୍ତିମ ବିଦାୟ ଦିଆଯାଇଛି। ଝିଅକୁ ହରାଇ ପରିବାର ଲୋକେ ଛାତି ପିଟି କାନ୍ଦୁଥିବା ବେଳେ ସମ୍ପୂର୍ଣ୍ଣ ଗାଁ ସ୍ତବ୍ଧ…

ମାଲେଗାଁଓ ବିସ୍ଫୋରଣ- ସ୍ୱାଧୀ ପ୍ରଜ୍ଞାଙ୍କ ସମେତ ସମସ୍ତ ୭ ଅଭିଯୁକ୍ତ ଦୋଷମୁକ୍ତ

ଦୀର୍ଘ ୧୭ ବର୍ଷ ପରେ ଆସିଲା ବହୁଚର୍ଚ୍ଚିତ ମାଲେଗାଁ ବିସ୍ଫୋରକ ମାମଲା। ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କ ସମେତ ସମସ୍ତ ୭ ଅଭିଯୁକ୍ତଙ୍କୁ କ୍ଲିନଚିଟ ଦେଇଛନ୍ତି ଏନଆଇଏ ଅଦାଲତ।…

ହାଇଓ୍ୱେରେ ଷ୍ଟପ୍ ଆଗରୁ ସିଗନାଲ ଦେବେ ଡ୍ରାଇଭର- ସୁପ୍ରିମକୋର୍ଟ

ହାଇଓ୍ୱେରେ ଅଚାନକ ଗାଡ଼ି ରଖିବା ଆଗରୁ ସିଗନାଲ ଦେବେ ଡ୍ରାଇଭର। ଏକ ଦୁର୍ଘଟଣାରେ ଗୋଡ଼ ହରାଇଥିବା ଯୂୁବକକୁ ୯୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦେଶ ଦେବା…

ନଦୀକୁୁ ଖସିଲା ଯବାନଙ୍କ ବସ୍

ଆଇଟିବିପି ଜବାନଙ୍କୁ ନେଇ ଯାଉଥିବା ଏକ ବସ୍ ସିନ୍ଧ୍ ନଦୀରେ ଖସିପଡ଼ିଲା। ଜମ୍ମ କଶ୍ମୀରର ଗାନ୍ଦେରଓ୍ୱାଲ ଜିଲ୍ଲାରେ ଏଭଳି ଦୁର୍ଘଟଣା ହୋଇଛି। ଜିରପୋରା କୁଲାନ ପୋଲ ତଳକୁ…