ଗୋଟିଏ ମଦ ବୋତଲ କିଣିଲେ ଗୋଟିଏ ଫ୍ରି !

ମାର୍ଚ୍ଚ ୩୧ ସୁଦ୍ଧା ମଦ ଦୋକାନରେ ଥିବା ସମସ୍ତ ଷ୍ଟକ୍ ସାରିବାକୁ ପଡ଼ିବ। ୟୁପି ଅବକାରୀ ବିଭାଗର ଏଭଳି ନିର୍ଦେଶାନାମାକୁ କେମିତି ତୁରନ୍ତ ଅନୁପାଳନ ହେବ। ସେ…

ଏପ୍ରିଲରୁ ଭୁବନେଶ୍ୱରରୁ ଗୋଆ ବିମାନସେବା

ଏପ୍ରିଲ ପହିଲାରୁ ଗୋଆକୁ ଉଡ଼ିବ ବିମାନ। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରୁ ଗୋଆକୁ ସିଧାସଳଖ ଉଡ଼ିବ ବିମାନ। ସପ୍ତାହକୁ ଚାରି ଦିନ ଏହି ସେବା ଉପଲବ୍ଧ…

୧୯ରୁ ତୋଷାଳୀ ମେଳା-ଏଥର ବେପାର ଟାର୍ଗେଟ ୨୮ କୋଟି

ମାର୍ଚ୍ଚ ୧୯ରୁ ୩୧ ଯାଏ ଭୁବନେଶ୍ୱର ଜନତା ମଇଦାନରେ ହେବ ତୋଷାଳି ଜାତୀୟ ହସ୍ତତନ୍ତ ମେଳା। ଦିନ ୩ଟାରୁ ରାତି ୧୦ଟା ଯାଏ ଖୋଲାରହିବ ମେଳା। ଏଥର…

ଗୁଜୁରାଟ ମଡେଲରେ ଓଡିଶାରେ ହେବ ପୋଷଣ କେନ୍ଦ୍ର

ଗୁଜୁରାଟ ମଡେଲରେ ଓଡିଶାରେ ହେବ ପୋଷଣ କେନ୍ଦ୍ର । ପାଇଲଟ ପ୍ରୋଜେକ୍ଟରେ ୩୫ ଟି ପୋଷଣ କେନ୍ଦ୍ର ଖୋଲାଯିବ ।ପୋଷଣ କେନ୍ଦ୍ର ଜରିଆରେ ଗରିବ ଓ ମଧ୍ୟବିତ୍ତଙ୍କୁ…

ବିମାନକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦଣ୍ଡ

ସେବା ଦେବାରେ ଅବହେଳା, ବିନା କାରଣରେ ଅଲଗା ରୁଟ୍ ନିର୍ଧାରଣ କରିବା ଓ ଯାତ୍ରୀଙ୍କୁ ସର୍ବନିମ୍ନ ସୁବିଧା ଦେଇନଥିବାରୁ ମହଙ୍ଗା ପଡ଼ିଛି କୁଏତ ଏୟାରଓ୍ୱେଜକୁ। ମାଲାପୁରମ ଜିଲ୍ଲା…

ଠିକାଦାର ପ୍ରୀତିରେ ଉବୁଟୁବୁ ଟିଟିଲାଗଡ଼ ପୌରପରିଷଦ!

ଟିଟିଲାଗଡ଼ ପୌରପରିଷଦରେ ମହା ଦୁର୍ନୀତି। ଠିକା ସଂସ୍ଥାର ପ୍ରୀତିରେ ଉବୁଟୁବୁ ପୌରପରିଷଦ। ୩ ବର୍ଷରେ ୪ କୋଟି ଟଙ୍କା ହଡ଼ପର ଅଭିଯୋଗ ଆସିଛି। ସୂଚନା ଅଧିକାର ଆଇନ…

ଟେକ ରଖିବେ ଟିକେଶ୍ୱରୀ- ସ୍ମାର୍ଟ ଅରଟ ତିଆରି କରି ଜାପାନ ଯିବେ କୁନି ବୈଜ୍ଞାନିକ

ସ୍ମାର୍ଟ ଅରଟ ମେସିନ୍ ତିଆରି କରି ଜାପାନ ଯିବେ କୁନି ବୈଜ୍ଞାନିକ। ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ସରକେଣ୍ଡା ହାଇସ୍କୁଲର କୁନି ବୈଜ୍ଞାନିକ ଟିକେଶ୍ୱରୀ ଭୁଏ ଏବେ…

କିଟ୍ ଦେଇନି ୩ କୋଟିର ହୋଲଡିଂ ଟିକସ- ୩୧ ଖିଲାଫକାରୀଙ୍କୁ ବିଏମସିର ନୋଟିସ୍

ହୋଲଡିଂ ଟିକସ ଠକୁଥିବା ଖିଲାଫୀଙ୍କୁ ଏକ୍ସପୋଜ୍ କଲା ବିଏମସି। ଯେଉଁ ଖିଲାଫୀ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକିଛନ୍ତି, ତାହାର ତାଲିକା ବାହାର କରିଛି ବିଏମସି। ବିଏମସିର…

ଭାରତରେ ଆରମ୍ଭ ହେବ ସାଟେଲାଇଟ ଆଧାରିତ ଇଣ୍ଟରନେଟ୍ ସେବା

ଅପହଞ୍ଚ ଓ ଦୁର୍ଗମ ଅଞ୍ଚଳରେ ବି ହାଇସ୍ପିଡ୍ ଇଣ୍ଟରନେଟ୍ ସଂଯୋଗ ଉପଲବ୍ଧ ହେବ। ମୁକେଶ ଅମ୍ୱାନୀଙ୍କ ଜିଓ ପ୍ଲାଟଫର୍ମସ ଲିମିଟେଡ୍ ଜେପିଏଲ ଓ ଏଲନ ମସ୍କଙ୍କ ସ୍ପେସଏକ୍ସ…

ଅଭିନେତ୍ରୀ ସୌନ୍ଦର୍ଯ୍ୟା ମୃତ୍ୟୁ ମିଷ୍ଟ୍ରି- ଅଭିନେତା ମୋହନ ବାବୁ କରିଥିଲେ ଷଡ଼ଯନ୍ତ୍ର!

୨୧ ବର୍ଷ ପରେ ମୃତ୍ୟୁ ପଛରେ ଷଡ଼ଯନ୍ତ୍ରର ବାସ୍ନା। କନ୍ନଡ଼ ଅଭିନେତ୍ରୀ ସୌନ୍ଦର୍ଯ୍ୟାଙ୍କ ମୃତ୍ୟୁ ଏବେ ନୂଆ ମୋଡ଼ ନେଇଛି। ୨୧ ବର୍ଷ ପରେ ଅଭିନେତା ମୋହନ…

ଭୁବନେଶ୍ୱର ଓ ଜଟଣୀ ସବ-ରେଜିଷ୍ଟ୍ରାର ସରକାରଙ୍କ ସୁନା ପୁଅ କି?

ଖଣ୍ଡଗିରି ସବରେଜିଷ୍ଟ୍ରାରଙ୍କୁ ନିଲମ୍ୱିତ କରିଛନ୍ତି ସରକାର। ପାର୍ଟ-ପ୍ଲଟ କେଳେଙ୍କାରୀ ଲାଗି ଖଣ୍ଡଗିରି ସବ-ରେଜିଷ୍ଟ୍ରାର ବିଶ୍ୱଜିତ ପ୍ରଧାନ ନିଲମ୍ୱନ ଦଣ୍ଡ ଭୋଗୁଛନ୍ତି। ପାର୍ଟ-ପ୍ଲଟ କିଣାବିକା କଟକଣା ବେଳେ ସବ-ରେଜିଷ୍ଟ୍ରାର…

ଟ୍ରମ୍ପଙ୍କ ରେସିପ୍ରୋକାଲ ତାରିଫ୍- ବର୍ଷକୁ ଭାରତ ହରାଇବ ୬୧ହଜାର କୋଟି!

ଏପ୍ରିଲ ୨ରୁ ଭାରତ ଉପରେ ଲାଗୁ ହେବ ରେସିପ୍ରୋକାଲ ତାରିଫ୍। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଏହି ଘୋଷଣା କରିଛନ୍ତି। ଏହା ଲାଗୁ ହେଲେ ଭାରତ ବାର୍ଷିକ…