ଟିକସ ଫାଙ୍କିରୁ ମୁକାଳିବାକୁ ମୂଲଚାଲ- ୭୦ଲକ୍ଷ ଲାଞ୍ଚ ନେଇ ଧରାପଡ଼ିଲେ ମହିଳା ଆଇଆରଏସ..୫ ଜଣଙ୍କୁ ବାନ୍ଧିଲା ସିବିଆଇ

୭୦ ଲକ୍ଷ ଟଙ୍କା ଲାଞ୍ଚ ନେଇ ବନ୍ଧା ହେଲେ ଆଇଆରଏସ ଅଧିକାରୀ। ଝାନସିରେ ସିବିଆଇ ସଂପୃକ୍ତ ମହିଳା ଆଇଆରଏସ ଅଧିକାରୀଙ୍କ ସମେତ ୫ଜଣଙ୍କୁ ଗିରଫ କରିଛି। ଯେଉଁମାନଙ୍କ…

ବିହାରରେ ୨୦ରୁ ୨୫ହଜାର ଟଙ୍କାରେ ମିଳିବେ ଝିଅ- ବିବାଦୀୟ ବୟାନ ପରେ ଭୁଲ୍ ମାଗିଲେ ମନ୍ତ୍ରୀଙ୍କ ସ୍ୱାମୀ

ବିହାରରେ ୨୦ରୁ ୨୫ହଜାର ଟଙ୍କାରେ ଝିଅ ମିଳିଯିବେ। ଏକ ଦଳୀୟ ସଭାରେ ଜଣେ ଯୁବକଙ୍କ ବିବାହ ବୟସ ଗଡ଼ିଯାଉଛି କହି କଥା ଛଳରେ ଏଭଳି ଟିପ୍ପଣୀ ଦେଇଥିଲେ…

ଦିଲ୍ଲୀରେ  ଦରଜୀଙ୍କୁ ଛୁରୀ ଭୁଷି ଦେଲେ ନାବାଳକ- ଯୁକ୍ତିତର୍କରୁ ମର୍ଡର

ଦିଲ୍ଲୀରେ ନାବାଳକ ଗ୍ରୁପ ସହ ଯୁକ୍ତିତର୍କରୁ ମର୍ଡର। ୫୦ ବର୍ଷୀୟ ଜଣେ ଟେଲରଙ୍କ ଜୀବନ ଯାଇଛି। ନୂଆବର୍ଷ ଦିନ ଚିଲେଇବା ବନ୍ଦ କର ଓ ଜୋରରେ ମ୍ୟୁଜିକ୍…

ରାଗିଂ ଓ ଯୌନଶୋଷଣ ମାମଲା- ପୀଡ଼ିତାଙ୍କ ମୃତ୍ୟୁ ପରେ ପ୍ରଫେସରଙ୍କ ସମେତ ୩ ଛାତ୍ରୀଙ୍କ ନାଁରେ ଏତଲା

ହିମାଚଳପ୍ରଦେଶର ଧର୍ମଶାଳା କଲେଜରେ ଛାତ୍ରୀଙ୍କୁ ରାଗିଂ ମାମଲା। ଜୀବନ ସହ ସଂଘର୍ଷ କରିବା ପରେ ପୀଡ଼ିତା ପଲ୍ଲବୀ ସବୁଦିନ ଲାଗି ଆଖି ବୁଜିଦେଇଛନ୍ତି। ମୃତ୍ୟୁ ପୂର୍ବରୁ ଭିଡ଼ିଓ…

ଉଗ୍ର ହେଲାଣି ଇରାନରେ ସତ୍ତାବିରୋଧୀ ହିଂସା!

ଇରାନରେ ସରକାରୀ ବିରୋଧୀ ଆନ୍ଦୋଳନ ହିଂସାର ରୂପ ନେଇଛି। ଆର୍ଥିକ ମାନ୍ଦାବସ୍ଥା ଓ ମହଙ୍ଗା ମାଡ଼ ବିରୁଦ୍ଧରେ ଜାରି ଥିବା ଆନ୍ଦୋଳନ ଗ୍ରାମୀଣସ୍ତରକୁ ବ୍ୟାପିଛି। ହିଂସାରେ ଏ…

ନୂଆବର୍ଷରେ ବିଏସଏନଏଲ ଆରମ୍ଭ କଲା ଓ୍ୱାଇଫାଇ କଲିଂ- ମାଗଣାରେ ସେବା ପାଇବେ ଗ୍ରାହକ

ନୂଆବର୍ଷରେ ଉପଭୋକ୍ତାଙ୍କୁ ବିଏସଏନଏଲର ସରପ୍ରାଇଜ୍ ଗିଫ୍ଟ। ଓ୍ୱାଇ-ଫାଇ କଲିଂ ଫିଚର ଆସିଲା। ବିନା ନେଟଓ୍ୱର୍କରେ କଲ୍ କରିପାରିବେ। ଜାତୀୟସ୍ତରରେ ଭଏସ ଓଭର ଓ୍ୱାଇଫାଇ ସେବାକୁ ଆରମ୍ଭ କରିଛି…

ରାମଙ୍କ ସହ ରାହୁଲ ତୁଳନୀୟ- ମନ୍ତବ୍ୟକୁ ନେଇ ବିବାଦ ତେଜିଲା

ରାହୁଲ ଗାନ୍ଧୀଙ୍କୁ ପ୍ରଭୂ ରାମଙ୍କ ସହ ତୁଳନା। ତୁଳନା କରି କଂଗ୍ରେସ ନେତା ନାନା ପାଟୋଲ ବିବାଦରେ। ପ୍ରଭୂ ରାମଙ୍କ କାମ କରୁଛନ୍ତି ରାହୁଲ ବୋଲି କହିଛନ୍ତି…

ନୂଆବର୍ଷ ସେଲିବ୍ରେସନ ବେଳେ ବାର୍ ରେ ବିସ୍ଫୋରଣ- ୪୦ ମୃତ

ସ୍ୱିଜରଲ୍ୟାଣ୍ଡର ବାର୍ ରେ ବିସ୍ଫୋରଣରୁ ୪୦ଜଣଙ୍କ ଜୀବନ ଗଲାଣି। ଶତାଧିକଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ତେବେ ବିସ୍ଫୋରଣ ପଛରେ କୌଣସି ଆତଙ୍କି ଷଡ଼ଯନ୍ତ୍ରକୁ ଅସ୍ୱୀକାର କରିଛି ପୁଲିସ।…

ବିବାହ କରିବାକୁ ମନା କରିବାରୁ ସୁଇସାଇଡ୍- ପ୍ରେମିକକୁ ବାନ୍ଧିଲା ପୁଲିସ

ୟୁପିର ହାତରସରେ ଭିଡ଼ିଓ କରି ସୁଇସାଇଡ କଲେ ଯୁବତୀ। ପ୍ରେମିକଙ୍କ ଚାପରେ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ବୋଲି କହିଛନ୍ତି ଯୁବତୀ। ସେ କାହାରିକୁ କେବେ…

କର୍ମୀଙ୍କୁ ଟିକଟ ମିଳିଲାନି- ବିଧାୟିକାଙ୍କ ପୁଅ ଟିକଟ ଫେରାଇଦେଇ ନିର୍ବାଚନ ଲଢ଼ିବେନି ବୋଲି ନିଷ୍ପତ୍ତି ନେଲେ

ଯଦି କର୍ମୀ ଟିକଟ ପାଇବେନି। ତାହେଲେ ନେତା ବି ନିର୍ବାଚନ ଲଢ଼ିବେନି। ଏଭଳି ଘଟଣା ଦେଖିବାକୁ ମିଳିଛି ମୁମ୍ୱାଇରେ। ପାର୍ଟି ଟିକଟ ପାଇ ବି ନିର୍ବାଚନ ଲଢ଼ିବାକୁ…

ଆନ୍ଦୋଳନରେ ଅନଲାଇନ ଡେଲିଭରି ବୟ- ନୂଆ ବର୍ଷରେ ଅର୍ଡର ପ୍ରଭାବିତ!

୧୦ ମିନିଟରେ ଡେଲିଭରି। ଏହା ସମ୍ଭବ ନୁହେଁ। ତରବରରେ ଡେଲିଭରି ଚକ୍କରରେ ଅନେକ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଏହାକୁ ବ୍ୟାନ୍ କରାଯାଉ। କମ୍ ଦରମା, ମନଇଛା କର୍ମଚାରୀଙ୍କ…

୨୦୨୫ ରିପୋର୍ଟ କାର୍ଡ- ଡବଲ ଇଞ୍ଜିନ ସରକାର ବନାମ ବାସ୍ତବତା

୨୦୨୫ ବର୍ଷ କେମିତି ରହିଲା। ଭାରତ କଅଣ ପାଇଲା। ମୋଦିଙ୍କ ନେତୃତ୍ୱରେ ଦେଶର ସମୃଦ୍ଧି କେତେ ହେଲା। ପ୍ରଧାନମନ୍ତ୍ରୀ ମୋଦି ନମୋ ଆପ୍ ରେ କୂଟନୈତିକ, ସାଂସ୍କୃତିକ…