ଧାନର କଟଣି-ଛଟଣି, ଅଖିଳ ଭାରତ କୃଷକ ସଭା ପକ୍ଷରୁ ଗଣଧାରଣା

ଧାନର କଟଣି ଛଟଣି । ଅଖିଳ ଭାରତ କୃଷକ ସଭା ପକ୍ଷରୁ ଗଣଧାରଣା । ବାସୁଦେବପୁର ବ୍ଲକ ଏଡ ତାଳ ସମବାୟ ସମିତି ସମ୍ମୁଖରେ ଧାନର କଟଣି…

ଚାଷୀଙ୍କ ରାସ୍ତା ରୋକ୍

ତେଜୁଛି ଚାଷୀଙ୍କ ଅସନ୍ତୋଷ। ଧାନ ସଂଗ୍ରହ ରେ ବିଳମ୍ୱ ନେଇ ଚାଷୀଙ୍କ ଶେରପୁର ଛକ ନିକଟରେ ଭଦ୍ରକ ଚାନ୍ଦବାଲି ରାସ୍ତା ଅବରୋଧ। ଟୋକନ୍ ପାଇଥିଲେ ମଧ୍ୟ ଏ…

କଟିନ ଛଟିନକୁ ବିରୋଧ- ତାତିଲେ ଚାଷୀ

କଟିନ ଛଟିନକୁ ବିରୋଧ- ତାତିଲେ ଚାଷୀ। ସେପଟେ ମଣ୍ଡି ପାଇଁ ଭିତ୍ତିଭୂମିର ରହିଛି ଅଭାବ । ଯୋଗାଣ ବିଭାଗ ମନ୍ତ୍ରୀ କହୁଛନ୍ତି ମଣ୍ଡି ରେ ଏବେ ହେଉନାହିଁ…

ପ୍ରତିଶୃତିର ପଲିଟିକ୍ସ- କାହାର ହେବ ଦିଲ୍ଲୀ ଦରବାର ?

ଦିଲ୍ଲୀ ନିର୍ବାଚନ ପରିପ୍ରେକ୍ଷୀରେ ମଧ୍ୟବିତ୍ତ ବର୍ଗଙ୍କ ଲାଗି କେଜ୍ରିଓ୍ୱାଲଙ୍କ ମାନିଫେଷ୍ଚୋ। ଭାରତର ମଧ୍ୟବିତ୍ତ ଏବେ ଟାକ୍ସ ଟେରୋରିଜିମର ପୀଡ଼ିତ ବୋଲି କହିଛନ୍ତି କେଜ୍ରିଓ୍ୱାଲ। ଦିଲ୍ଲୀ ନିର୍ବାଚନରେ ମଧ୍ୟବିତ୍ତଙ୍କ…

ଟ୍ରମ୍ପ୍ ନିଷ୍ପତ୍ତି : କାହାର ଫାଏଦା- କାହାର କ୍ଷତି ?

ଓ୍ୱାର୍‌ରୁ ଓ୍ୱାର୍କ ଫ୍ରମ୍ ହୋମ୍। ଭିସାରୁ ଅନୁପ୍ରବେଶକୁ ଅଙ୍କୁଶ ଯାଏଁ। ଆମେରିକାର କ୍ଷମତା ଡୋରି ଧରିବା ପରେ ଟ୍ରମ୍ପଙ୍କ ଅନେକ ନିଷ୍ପତ୍ତିକୁ ନେଇ ଆଶା ଯେତିକି, ସେତିକି…

ବିବାଦରେ ମହନ୍ତ ରାଜୁ ଦାସ..

ମହାକୁମ୍ଭ ମେଳାରେ ମହନ୍ତ ରାଜୁ ଦାସଙ୍କ ଟିପ୍ପଣୀକୁ ନେଇ ଥମୁନି ହଙ୍ଗାମା। ମହାକୁମ୍ଭ ମେଳାରେ ଲାଗିଥିବା ମୁଲାୟମ ଯାଦବଙ୍କ ପ୍ରତିମୂର୍ତ୍ତି ଉପରେ ଅପମାନଜନକ ଟିପ୍ପଣୀ ଦେଇଥିଲେ ରାଜୁ।…

ଆର୍ଟ ଗ୍ୟାଲେରିରୁ ସିଜ୍- ଏମଏଫ ହୁସେନଙ୍କ ପେଣ୍ଟିଂ

ଆର୍ଟ ଗ୍ୟାଲେରୀରେ ଏମଏଫ ହୁସେନଙ୍କ ଲାଗିଥିବା ହିନ୍ଦୁ ଦେବାଦେବୀଙ୍କ ଫଟୋକୁ ଜବତ କର। ଯେଉଁ ଫଟୋ ଗୁଡ଼ିକ ଆପତ୍ତିଜନକ, ସିଜ୍ କରିବାକୁ ନିର୍ଦେଶ ଦେଇଛନ୍ତି ଦିଲ୍ଲୀ କୋର୍ଟ।…

ଟିପି ସ୍କିମ୍-ବଢୁଛି ଚାହିଦା

କଥା ଦେଲା ବିଡିଏ। ସମୟସୀମାରେ ସାରିବ ଟିପି ସ୍କିମ୍। କାହାକୁ ବେସାଇଜିଆ ପ୍ଲଟ୍ ଦେବନି। ଏଣିକି ପଟ୍ଟାରେ ରହିବ ଘରବାରି କିସମ। ବଡ଼ ପ୍ଲଟ ମାଲିକଙ୍କୁ ବି…

ମାଳ ମାଳ ଅଭିଯୋଗ: ସମାଧାନ କେବେ?

ବିଧାନସଭା କମିଟି ଆଗରେ ମାଳ ମାଳ ଅଭିଯୋଗ । ବେଆଇନ ଇଟା ଭାଟି, ବାଲି ଖାଦାନରୁ ମଣ୍ଡି ଅବ୍ୟବସ୍ଥା । ବିଧାୟକଙ୍କୁ ଆଗରେ ପହଞ୍ଚିଥିଲା ବିଭିନ୍ନ ସମସ୍ୟା…

ହାତୀ ଘଉଡ଼ାଇବାରେ ବିଫଳ ବନବିଭାଗ, ଚାଷୀ ହତାଶ

ବେଗୁନିଆ ଅଞ୍ଚଳରେ ହାତୀଙ୍କ ଉତ୍ପାତ। ଧାନ ଗଦା ସହିତ ଘରଦ୍ୱାର, ପନିପରିବା କରୁଛନ୍ତି ବ୍ୟାପକ ନଷ୍ଟ। ସଞ୍ଜ ନଇଁଲେ ପଡୁଛି ତାଟି କବାଟ। ସେପଟେ ବିଦ୍ୟୁତ ଆଘାତରେ…

କଣାସରେ ବେକାବୁ ଡାଇରିଆ

କଣାସ ରେ ବେକାବୁ ଡାଇରିଆ। ଦୟାନଦୀର ତଳିଆ ଅଞ୍ଚଳ ଜାଗୁଳାଇପଦର, ନୂଆଗାଁ ଗଡିସାଗୋଦା ସଂକ୍ରମଣ ବ୍ୟାପୁଛି। ଦୁଇଦିନ ହେବ ଦୟାନଦୀର ଉପରମୁଣ୍ଡ ଅଞ୍ଚଳର ଦୋକନ୍ଦା ପଞ୍ଚାୟତ ସ୍ଥିତ…