ସରକାରୀ କର୍ମଚାରୀଙ୍କ ପାଇଁ ପଛୁଆବର୍ଗ ସର୍ଭେ ସୁବିଧା କେନ୍ଦ୍ର 

ଭଦ୍ରକ : ଓଡ଼ିଶା ପଛୁଆ ବର୍ଗ ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସର୍ଭେ କାର୍ଯ୍ୟ ନେଇ ସରକାରୀ କର୍ମଚାରୀ ମାନଙ୍କ ପାଇଁ ଜିଲ୍ଲାପାଳ, ଭଦ୍ରକଙ୍କ କାର୍ଯ୍ୟାଳୟରେ…

ଚାନ୍ଦବାଲି ଡାକ୍ତରଖାନାରେ ନର୍ସଙ୍କୁ ଡାକ୍ତରଙ୍କ ଅଶାଳୀନ ବ୍ୟବହାର ପ୍ରତିବାଦରେ ଯୁବ କଂଗ୍ରେସ ପକ୍ଷରୁ ଜିଲ୍ଳାପାଳଙ୍କ ଠାରେ ଅଭିଯୋଗ

ଭଦ୍ରକ : ଚାନ୍ଦବାଲି ଡାକ୍ତରଖାନା ରେ ଷ୍ଟାଫ ନର୍ସଙ୍କୁ ଡାକ୍ତରଙ୍କ ଅସଭ୍ୟ ବ୍ୟବହାର, ଯୌନ ଲାଳସା ନେଇ ସମ୍ପୃକ୍ତ ଷ୍ଟାଫ ନର୍ସ ଚାନ୍ଦବାଲି ଥାନାରେ ଏତଲା ଦେବା…

ଭୂତକୋଠି ପାଲଟିଛି ତିହିଡ଼ି ଡାକବଙ୍ଗଳା, ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ମରାମତି ପାଇଁ ମିଳିପାରୁନି ଅନୁଦାନ

ଭଦ୍ରକ : ଭଦ୍ରକ ଜିଲା ତିହିଡ଼ି ବଜାରରେ ଥିବା ପୂ ର୍ ବିଭାଗର ଡାକବଙ୍ଗଳା ଏବେ ଭୂତକୋଠିରେ ପରିଣତ ହୋଇଛି । ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ମରାମତି…

୮ ବର୍ଷ ହେଲା ରାସ୍ତା ନିର୍ମାଣ ପାଇଁ ଦୌଡୁଛନ୍ତି ପୁରିପଡା ହରିଜନସାହି ଲୋକେ

ଭଦ୍ରକ :  ଏହି ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ନେରଡା ପଞ୍ଚ।ୟତ ପୁରିପଡା ହରିଜନସାହିର ଦଳିତ ଲୋକେ ମାତ୍ର ୪ଶହ ମିଟର କେନାଲ ରାସ୍ତା ନିର୍ମାଣ ପାଇଁ…

ସାମ୍ବାଦିକ ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଏସପିଙ୍କୁ ଭେଟିଲେ ସାମ୍ବାଦିକ 

ଭଦ୍ରକ : ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର କାର୍ଯ୍ୟରତ ସାମ୍ବାଦିକ ଶ୍ୟାମସୁନ୍ଦର ମହାପାତ୍ରଙ୍କ ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଗତ ମଙ୍ଗଳବାର ସନ୍ଧ୍ୟାରେ ଜିଲ୍ଲା ପୁଲିସ ଅଧିକ୍ଷକଙ୍କୁ ଦାବିପତ୍ର…

ତିହିଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ ବିଜ୍ଞାନରେ ୯୯ ଶତକଡ଼ା ଓ ବାଣିଜ୍ୟରେ ୭୧ ଶତକଡ଼ା ପାସ୍‌

ଭଦ୍ରକ : ଭଦ୍ରକ ଜିଲା ତିହିଡ଼ି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଚଳିତ ବର୍ଷର ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶ ପାଇଛି । ଏହି ବିଦ୍ୟାଳୟରେ ବିଜ୍ଞାନରେ…

ଭଦ୍ରକ କନିଷ୍ଠ ମହାବିଦ୍ୟାଳୟ ଯୁକ୍ତ ଦୁଇ ପରୀକ୍ଷାଫଳ ପ୍ରକାଶିତ, ବିଜ୍ଞାନରେ ପୂର୍ଣ୍ଣିମା ବସନ୍ତିଆ ଓ ବାଣିଜ୍ୟରେ ମିତ୍ରବାର ସିଂ କଲେଜ ଟପ୍ପର

ଭଦ୍ରକ : ଆଜି ଭଦ୍ରକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଚଳିତବର୍ଷର ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶ ପାଇଛି । ଏହି ବିଦ୍ୟାଳୟରେ ବିଜ୍ଞାନରେ…

ପାରିବାରିକ କଳହରୁ ସ୍ତ୍ରୀକୁ ହତ୍ୟା କରି ନିଜେ ଆତ୍ମହତ୍ୟା କଲେ ସ୍ୱାମୀ , ଫେସ୍‌ବୁକ୍‌ରୁ ବହୁ ତଥ୍ୟ ଆସିଲ। ପଦାକୁ

ଭଦ୍ରକ : ଭଦ୍ରକ ଜିଲାର ଧାମନଗର ଥାନା ନିକଟ ମୁଲଣାସାହିର ଭାସ୍କର ସାମଲ ନାମକ ଜଣେ ଯୁବକ ଗତକାଲି ବିଳମ୍ବିତ ରାତିରେ ନିଜ ପତ୍ନୀ ସସ୍ମିତାର ଗଳାକାଟି…

ବିବାହିତା ମହିଳାଙ୍କ ପ୍ରତି ଶ୍ୱଶୁରଘର ଲୋକଙ୍କ ଯୌତୁକ ଓ ଯୌନ ନିର୍ଯ୍ୟାତନା ଅଭିଯୋଗ, ନ୍ୟାୟ ପାଇଁ ଏସ୍‌ପିଙ୍କ ଅଫିସ୍ ସମ୍ମୁଖରେ ଗଣଧାରଣା

ଭଦ୍ରକ : ମାତ୍ର ବର୍ଷକ ତଳେ ବିବାହ କରିଥିବା ଜଷଣ ମହିଳାଙ୍କୁ ତାର ଶ୍ୱଶୁରଘର ଲୋକେ ଯୌତୁକ, ଶାରୀରିକ ଯୌନ ନିର୍ଯ୍ୟାତନା ଦେବା ସହ ହତ୍ୟା ଧମକ…

୨୮୦୩ ଜାମିନ୍ ବିହୀନ ପରୱାନା ଜାରି ନହୋଇ ପଡିରହିଛି, ପୁଲିସ୍ ବିଭାଗର ନିଷ୍କ୍ରିୟତା

ଭଦ୍ରକ : ଜାମିନ୍ ବିହୀନ ପରୱାନା (ଏନ୍‌ବିଡବ୍ଲ୍ୟୁ) ଗୁଡିକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ପୁଲିସ୍ ଅବହେଳା ପ୍ରଦର୍ଶନ କରୁଥିବାର ଜଣାଯାଇଛି । ପୁଲିସ୍ ବିଭାଗର ଉଦାସୀନତା ଯୋଗୁଁ…