ଜିଲ୍ଲା ମିଳିତ ଅମଲା ମଞ୍ଚର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର 

ଭଦ୍ରକ : ଜିଲ୍ଲା ମିଳିତ ଅମଲା ମଞ୍ଚର ଅଧ୍ୟକ୍ଷ ଉଦୟ ନାରାୟଣ ପଣ୍ଡା ତଥା ସମସ୍ତ ବିଭାଗର ଅମଲାର ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ…

ଗେଙ୍ଗୁଟି ନଦୀରେ କୁମ୍ଭୀର ଆତଙ୍କ, ନଦୀ ପାଶ୍ୱର୍ରେ ତାରବାଡ଼ ଘେରାଇବାକୁ ବନବିଭାଗ ନିକଟରେ ଦାବି

ଭଦ୍ରକ : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଶ୍ୟାମସୁନ୍ଦରପୁର ପ ।ୟତ ଈଶ୍ୱରପୁର ଗ୍ରାମ ଦେଇ ପ୍ରବାହିତ ଗେଙ୍ଗୁଟି ନଦୀରେ ଅଧିକାଂଶ ସମୟରେ କୁମ୍ଭୀର ଭାସୁଥିବାରୁ ନଦୀକୂଳିଆ…

ବରିଷ୍ଠ ଆଇନଜୀବୀ ରାୟ ରାମାନନ୍ଦ ମହାପାତ୍ରଙ୍କ ବିୟୋଗ

ଭଦ୍ରକ : ଭଦ୍ରକର ଜଣାଶୁଣା ଆଇନଜୀବୀ, ଶ୍ରୀମରାମ ନବମୀ ମହାଯଜ୍ଞ କମିଟିର ସଭାପତି ରାୟ ରାମାନନ୍ଦ ମହାପାତ୍ର ହୃଦ୍‌ଘାତରେ ମୃତ୍ୟୁବରଣ କରିଛନ୍ତି । ଗତକାଲି ରାତିରେ ଶ୍ରୀ…

ସିପିଆଇଏମ୍ ଭଦ୍ରକ ଜିଲା କମିଟି ବୈଠକ

ଭଦ୍ରକ : ଆଜି ସିପିଆଇଏମ୍ ଭଦ୍ରକ ଜିଲା କମିଟିର ବୈଠକ ବରିଷ୍ଠ କମ୍ୟୁନିଷ୍ଟ ନେତା ଚନ୍ଦ୍ରଶେଖର ନାୟକଙ୍କ ସଭାପତିତ୍ୟରେ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି ।…

ଯାତ୍ରୀ ବିଶ୍ରାମଗାର ନିର୍ମାଣ ପାଇଁ ଦାବି

ଭଦ୍ରକ : ଭଦ୍ରକ-ଚାନ୍ଦବାଲି ରାସ୍ତାର ତିହିଡ଼ି ବଜାର ସମେତ ବିଭିନ୍ନ ବଜାର ମାନଙ୍କରେ ଯାତ୍ରୀ ବିଶ୍ରାମାଗାର ନିର୍ମାଣ ପାଇଁ ସାଧାରଣରେ ଦାବି କରାଯାଇଛି । ଭଦ୍ରକ-ଚାନ୍ଦବାଲି ରାସ୍ତା…

ଲିଙ୍ଗାଡ଼ି ନାଳ ସଂସ୍କାର ଓ ଫୁଟ୍ ବ୍ରିଜ୍ ନିର୍ମାଣ ପାଇଁ ଦାବି, ବାସୁଦେବପୁର ବିଧାୟକଙ୍କ ହସ୍ତକ୍ଷେପ ପରେ ଡ୍ରେନେଜ ବିଭାଗର କ୍ଷେତ୍ରୀୟ ତଦନ୍ତ

ଭଦ୍ରକ : ଭଦ୍ରକ ଜିଲା ତିହିଡ଼ି ବ୍ଲକ ମୁକୁନ୍ଦପୁର ପ ।ୟତ ଅଧୀନ ଲିଙ୍ଗାଡ଼ି ଗ୍ରାମ ନିକଟରେ ଥିବା ନାଳ ସଂସ୍କାର ଓ ଫୁଟ୍ ବ୍ରିଜ୍ ନିର୍ମାଣ…

କଟକ ମଣ୍ଡଳ ପରିଷଦ ପକ୍ଷରୁ ଭଦ୍ରକରେ କାର୍ଯ୍ୟକାରିଣୀ ସଭା

ଭଦ୍ରକ : ଗତକାଲି ଭଦ୍ରକର ହୋଟେଲ ଓରିୟନରେ କଟକ ମଣ୍ଡଳ ପରିଷଦ ତରଫରୁ କାର୍ଯ୍ୟକାରିଣୀ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଢେଙ୍କାନାଳ, କଟକ, କେନ୍ଦୁଝର, ରାଇରଙ୍ଗପୁର,…

ନର୍ସେସ୍ ଦିବସରେ ବ୍ରହ୍ମାକୁମାରୀ ଭଦ୍ରକ ତରଫରୁ ନର୍ସେସ୍‌ଙ୍କୁ ବିଶେଷ ସମ୍ମାନ ପ୍ରଦାନ

ଭଦ୍ରକ : ଆନ୍ତର୍ଜାତୀୟ ନର୍ସେସ ଡେ’ ପାଳନ ଅବସରରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ନର୍ସମାନଙ୍କୁ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ତରଫରୁ ସେମାନଙ୍କର ସେବା ଅବଦାନ…

ଡାକ୍ତର ସୁରଥ ବିଶ୍ୱାଳଙ୍କ ସ୍ମୃତିସଭା

ଭଦ୍ରକ : ଭଦ୍ରକର ସୁନାମଧନ୍ୟ ଭେଷଜ ଚିକିତ୍ସକ ଡାକ୍ତର ସୁରଥ କୁମାର ବିଶ୍ୱାଳଙ୍କ ବିୟୋଗ ଜନିତ ସ୍ମୃତିସଭା ଭଦ୍ରକ ଗାନ୍ଧି ବିଚାରମ ପକ୍ଷରୁ ଜାନୁଗଞ୍ଜ ସ୍ଥିତ ‘ଦିବ୍ୟମ୍‌’…