ବିଜେଡିରୁ ଇସ୍ତଫା ଦେଲେ ନଳିନୀପ୍ରଭା ଜେନା

ବିଜେଡିରୁ ଇସ୍ତଫା ଦେଲେ ନଳିନୀପ୍ରଭା ଜେନା। ନଳିନୀପ୍ରଭା ଜେନା ହେଉଛନ୍ତି ଯାଜପୁର ଜିଲ୍ଲା ପରିଷଦର ସଭାପତି। ଦଳୀୟ କାର୍ଯ୍ୟକ୍ରମରେ ଅବହେଳା ଓ ଅଣଦେଖା ଯୋଗୁ ସେ ନିଜ…

ଆଜି ଜଗତଜନନୀ ମା ବିରଜାଙ୍କ ମହାଷ୍ଟମୀ ପୂଜା

ଆଜି ଜଗତଜନନୀ ମା ବିରଜାଙ୍କ ମହାଷ୍ଟମୀ ପୂଜା। ଏଥିପାଇଁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠ ହୋଇଉଠିଛି ଚଳଚଞ୍ଚଳ। ବଧୂବେଶରେ ସଜେଇ ହୋଇଛି ମନ୍ଦିର। ମାଙ୍କ…

ବିଦ୍ୟାଧର ଅପହରଣ ଓ ଆତ୍ମହତ୍ୟା- ଚାକିରୀ ଦେବା ନାଁରେ ଡକ୍ୟୁମେଣ୍ଟ ଓ ଟଙ୍କା ଫେରାଉନଥିଲେ!- କୁଆଡ଼େ ଗଲେ ୪୨୦ ଜ୍ୟୋତ୍ସା

ଟାକ୍ସି ଡ୍ରାଇଭର ବିଦ୍ୟାଧର ସାହୁ ଅପହରଣ ଓ ଆତ୍ମହତ୍ୟା ମାମଲାରେ ପୁଲିସ ୪ ଜଣଙ୍କୁ ବାନ୍ଧିଛି। ସମସ୍ତ ଅଭିଯୁକ୍ତ ଗଜପତି ଜିଲ୍ଲାର। ଅପହରଣ କରିବା ସହ ବିଦ୍ୟାଧରଙ୍କୁ…

ଟେଣ୍ଡର ଟେନସନ- ଅଫିସରଙ୍କୁ ଚାମ୍ୱରରେ ୮ଘଣ୍ଟା ଅଟକ!

ଟେଣ୍ଡରକୁ ନେଇ ଟେନସନ। ପୌରନିର୍ବାହୀ ଅଧିକାରୀଙ୍କୁ ତାଙ୍କ ଚାମ୍ୱରରେ ୮ ଘଣ୍ଟା କାଳ ଅଟକ ରଖିଥିଲେ ବିଜେଡି ଅଧ୍ୟକ୍ଷ ଓ କାଉନସିଲର। ଗଲା ୨୬ ତାରିଖ ଅପରାହ୍ନ…

ଆସନ୍ତା ଜୁନ ୧୩ରେ ଯାଜପୁରରେ ବିଜେଡି ମହିଳା ସମାବେଶ

ଆସନ୍ତା ଜୁନ ୧୩ ତାରିଖରେ ଯାଜପୁର ବରୁଆଁ ପଡିଆରେ ବିଜେଡିର ମହିଳା ସମାବେଶ ହେବ। ମାଆ ମାନଙ୍କୁ ବିଜେପି ସରକାର ଯେପରି ପ୍ରତାରିତ କରିଛନ୍ତି, ତାହାର ପ୍ରତିବାଦରେ…

ଅନଲାଇନ୍ ଗେମ୍ ଖେଳି ଫ୍ରଡର ଶୀକାର ହେଲେ ଯୁବକ

ଯାଜପୁର ସଦର ବ୍ଲକ୍ ବିଦ୍ୟାଧରପୁର ଗ୍ରାମର ଜଣେ ଯୁବକ ଅନଲାଇନ୍ ଗେମ୍ ଖେଳି ଫ୍ରଡର ଶୀକାର ହୋଇଛନ୍ତି। ଦମନ ନାମକ ସଂସ୍ଥାରେ ଅନଲାଇନ ଖେଳ  ୯୧ ଲକ୍ଷ…

ସରକାରୀ କର୍ମଚାରୀଙ୍କୁ ମାଡ ମାରି ଅଡୁଆରେ ବରୀ ବିଧାୟକ !

ଯାଜପୁର ବରୀ ରାମଚନ୍ଦ୍ରପୁର ଥାନାରେ ଡବଲ ଏତଲା । ଗୋଟିଏ ପଟେ ବରୀ ବିଧାୟକ ବିଶ୍ବ ରଂଜନ ମଲ୍ଲିକଙ୍କ ନାମରେ ଏତଲା ଦେଇଛନ୍ତି ଜଣେ ସରକାରୀ କର୍ମଚାରୀ…

ଚୋରାଚାଲାଣକାରୀଙ୍କ ଉପରେ ଆକ୍ସନ ଦାବିରେ ଯାଜପୁର ଜିଲ୍ଲାପାଳଙ୍କ ଅଫିସ ଆଗରେ ଅହୋରାତ୍ର ଅନଶନ

ଯାଜପୁର ଜିଲ୍ଲାପାଳଙ୍କ ଅଫିସ ଆଗରେ ଆଜିଠୁ ଅହୋରାତ୍ର ଆନ୍ଦୋଳନ ଆରମ୍ଭ କରିଛି ଭାରତୀୟ ବିକାଶ ପରିଷଦ। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଲଘୁଖଣିଜ ଚୋରାଚାଲାଣରେ ସଂପୃକ୍ତ ଠିକାଦାର ଓ…

ଶକ୍ତିପୀଠରେ କୁଆଁସ ମଙ୍ଗଳାଙ୍କ ମହୋତ୍ସବ

ଆରମ୍ଭ ହୋଇଛି ଯାଜପୁର ଜିଲ୍ଲାର ଅନ୍ୟତମ ଶକ୍ତିପୀଠ କୁଆଁସ ମଙ୍ଗଳାଙ୍କ ମହୋତ୍ସବ। ଦୁଇ ଦିନ ଧରି ହେବାକୁ ଥିବା ଏହି ମହୋତ୍ସବରେ ଆଖ ପାଖ ଅଞ୍ଚଳର ହଜାର…

ଆଜି ହେଉଛି ପବିତ୍ର ଅଶୋକାଷ୍ଟମୀ

ସିଦ୍ଧେଶ୍ୱର ପୀଠ ହୋଇଉଠିଛି ଚଳଚଞ୍ଚଳ । ଅଶୋକାଷ୍ଟମୀରେ ବାବା ସିଦ୍ଧେଶ୍ୱରଙ୍କୁ ଦର୍ଶନ କରିବା ସହ ସିଦ୍ଧେଶ୍ୱର ଘାଟରେ ବୁଡ ପକାଇ ପିତୃ ପୁରୁଷଙ୍କୁ ପିଣ୍ଡଦାନ କଲେ ୭ପୁରୁଷଙ୍କ…

ପ୍ରଶାସନକୁ ୧୫ଦିନର ମହଲତ ଦେଲା ଯାଜପୁର ବିଜେଡି

ଯାଜପୁରରେ ଏକାଠି ହେଲେ ବିଜେଡି ନେତା। ଦଳୀୟ ଭିତ୍ତିରେ ହିତାଧିକାରୀ ଚୟନକୁ ଆଉ ବରଦାସ୍ତ କରାଯିବନି। ତା ସହ ଲଘୁଖଣିଜ ସମ୍ପଦ ଲୁଟ୍‌ ରୋକିବା ନେଇ ପ୍ରଶାସନ…

 ବିଭିନ୍ନ ସମସ୍ୟା ନେଇ ବିରଜା ବାହିନୀ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ଯାଜପୁର ବିରଜା ମନ୍ଦିରର ଉନ୍ନତିକରଣ ସମେତ ବିଭିନ୍ନ ସମସ୍ୟା ନେଇ ଯାଜପୁର ଜିଲ୍ଲା ପ୍ରଶାସନର ଦ୍ଵାରସ୍ଥ ହେଲେ ବିରଜା ବାହିନୀ। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ…