ପୁଣି ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର, ଆସନ୍ତା କାଲି ୭ ଜିଲ୍ଲାକୁ ବନ୍ଦ ଡାକରା ଦେଇଛି ମାଓ ସଂଗଠନ

କନ୍ଧମାଳ : କନ୍ଧମାଳ ଜିଲ୍ଲାରେ ପୁଣି ପୋଲିସକୁ ଖୋଲା ଚ୍ୟାଲେଞ୍ଜ୍ ଦେଲା ଲାଲ୍ ବାହିନୀ । ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ୫୯ନମ୍ବର ଜାତୀୟ ରାଜପଥର ଏକାଧିକ ସ୍ଥାନରେ…

ଫୁଲବାଣୀରେ ଦ୍ୱିତୀୟ ଲୋକ ଅଦାଲତ, ୬୧ଟି ପ୍ରାକ ମକଦ୍ଧମା ଓ ୩୭୫ ଟି ବିଚାରାଧିନ ମାମଲାର ଫଇସଲା

କନ୍ଧମାଳ : କନ୍ଧମାଳ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ଏବଂ ଦୌରା ଜଜ୍ ସତ୍ୟପୀର ମିଶ୍ରଙ୍କ ଅଦାଲତରେ ଆଜି ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୩…

ମାନସିକ ଅନଗ୍ରସର ଅଜଣା ବ୍ୟକ୍ତିଙ୍କ ପ୍ରତି ବଦାନ୍ୟତା ଦେଖାଇଲେ ଡାକ୍ତର

କନ୍ଧମାଳ : ଆଜିକାଲି ବ୍ୟସ୍ତବହୁଳ ଜୀବନରେ ସମସ୍ତେ ନିଜ ନିଜର ସ୍ୱାର୍ଥ ପଛରେ ଦୌଡୁଥିବା ବେଳେ, ଚକାପାଦ ଅଂଚଳର ଡା.ସନ୍ଦୀପ ଶତପଥୀ, ଜଣେ ଡାକ୍ତର ଦେବଦୂତ ସାଜି…

ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗ : ପ୍ରଧାନ ଶିକ୍ଷକଙ୍କ ସମେତ ତିନି ଜଣଙ୍କୁ ୪ ବର୍ଷ ଜେଲ୍‌

କନ୍ଧମାଳ : ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଆଜି ଜଣେ ପ୍ରଧାନ ଶିକ୍ଷକଙ୍କ ସମେତ ତିନିଜଣଙ୍କୁ ୪ ବର୍ଷ ଲେଖାଏଁ ଜେଲଦଣ୍ଡରେ…

ସୁମରବନ୍ଧରେ ମାଓ ବାଦୀଙ୍କ ବର୍ବର କାଣ୍ଡ, ପୂର୍ବତନ ସରପଂଚଙ୍କୁ ଗୁଳି କରି ହତ୍ୟା

କନ୍ଧମାଳ : ଗତ କିଛିଦିନ ତଳେ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ରେ ହୋଇଥିବା ମାଓ ଏନକାଉଣ୍ଟର ପରେ ରକ୍ତ ମୁଖା ହୋଇପଡିଛନ୍ତି ମାଓ ବାଦି ।…

କନ୍ଧମାଳ ଜିଲ୍ଲା ସମିତିସଭ୍ୟ/ସଭ୍ୟା ବୈଠକ, ଅଧିକାର ପାଇଁ ଲଢ଼େଇ

କନ୍ଧମାଳ : କନ୍ଧମାଳ ଜିଲ୍ଲା ସମିତିସଭ୍ୟ/ସଭ୍ୟା ବୈଠକ ଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି ସମିତିସଭ୍ୟ ବୈଦ୍ୟନାଥ ବେହେରାଙ୍କ ନେତୃତ୍ୱରେ ଫୁଲବାଣୀ ସ୍ଥିତ ଅମଲାପଡ଼ା ମା’ ବ୍ରାହ୍ମଣୀ ଦେବୀ…

ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର,ପରିବାର ଲୋକେ କଲେ ହତ୍ୟା ଅଭିଯୋଗ

କନ୍ଧମାଳ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକ ଓ ଟିକାବାଲି ଥାନା ଅଂଚଳର ଲାଇନପଡା ଓ ଟିକାବାଲି ରାସ୍ତାରେ ତôବା ଡୁଙ୍ଗୁରିପଡା ଗ୍ରାମ ନିକଟସ୍ଥ ମୁଣ୍ଡାକିଆ ଜଙ୍ଗଲରେ…

ବାଲିଗୁଡାରେ ସର୍ବାଧିକ ବର୍ଷା ରେକର୍ଡ

କନ୍ଧମାଳ: ବିଗତ ୨୦ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷା। କନ୍ଧମାଳ ବାଲିଗୁଡାରେ ସର୍ବାଧିକ ୩୦୧ ମିମି ବର୍ଷା ରେକର୍ଡ କରାଯାଇଛି।  ବାଲିଗୁଡା ଦେଇ ଯାଇଥିବା ଜାତୀୟ ରାଜପଥ ୫୯…